ETV Bharat / city

ବଡଦାଣ୍ଡରେ 2 ହନୁମାନ, ଅଭିନୟରେ ମୋହୁଛନ୍ତି ଜଗା ମନ

ଆଜି ସବୁ ବନ୍ଧନ ଭାଙ୍ଗି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମହାପ୍ରଭୁ ଦର୍ଶନ ଦେବେ ଭକ୍ତଙ୍କୁ । ଏହି ଉପଲକ୍ଷେ କାଳିଆ ଠାକୁରଙ୍କୁ ଖୁସି କରାଇବାକୁ ପ୍ରସ୍ତୁତ କଳାକାର । ବିଭିନ୍ନ ଉପାୟରେ କରୁଛନ୍ତି ମନୋରଞ୍ଜନ ।

author img

By

Published : Jul 4, 2019, 8:50 AM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ଭକ୍ତିମୟ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ବଡଦାଣ୍ଡ । ଭକ୍ତଙ୍କୁ ଦର୍ଶନ ଦେବା ଲାଗି କାଳିଆ ଠାକୁର, ବଡଭାଇ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କ ସହ ଓହ୍ଲାଇ ଆସିବେ ବଡ଼ଦାଣ୍ଡକୁ । ରଥ, ପଥ ସବୁ ପ୍ରସ୍ତୁତ । ଏହି ଉପଲକ୍ଷେ କାଳିଆ ସାଆନ୍ତଙ୍କ ମନମୋହିବାକୁ କାହିଁ କେତେ ଦୂରରୁ ଦୌଡି ଆସିଛନ୍ତି ବହୁ କଳାକାର ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ପୁରୀ

ଆଜି ବଡଦାଣ୍ଡରେ ହନୁମାନ ବେଶରେ 2 ଭକ୍ତ ନୃତ୍ୟ କରୁଥିବାର ନଜର ଆସିଛନ୍ତି । ଜଣେ ଆଠଗଡର ଅରୁଣ ସାହୁ । ଯେ କି ଗତ ବର୍ଷ ଠାରୁ ଏଠାକୁ ଆସୁଛନ୍ତି । ସେହିପରି ଆଉ ଜଣେ ଭକ୍ତ ଦୀର୍ଘ 10 ବର୍ଷ ଧରି ସେ ମାହାଙ୍ଗାରୁ ଦୌଡି ଆସନ୍ତି ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.