ETV Bharat / city

ସିଂହଦ୍ଵାର ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସର ଦୁର୍ବ୍ୟବହାର! - ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସର ଦୁର୍ବ୍ୟବହାର

ସିଂହଦ୍ଵାର ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯ଼ୋଗ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅଧିକ ଖବର ପଢନ୍ତୁ...

ସିଂହଦ୍ଵାର ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସର ଦୁର୍ବ୍ୟବହାର!
author img

By

Published : Nov 23, 2019, 2:32 PM IST

ପୁରୀ: ସିଂହଦ୍ଵାର ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯ଼ୋଗ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓଟି କାର୍ତ୍ତିକ ପୂର୍ଣ୍ଣିମା ପୂର୍ବଦିନ ବୈକୁଣ୍ଠ ଚତୁର୍ଦ୍ଦଶୀର ବିଳମ୍ବିତ ରାତିର ହୋଇଥିବା ଜଣାପଡ଼ିଛି।

ଭିଡିଓଟିରେ ମହିଳା ପୋଲିସଙ୍କ ଠାରୁ ଆରମ୍ଭ କରି ପୁରୁଷ ପୋଲିସ ମହିଳାଙ୍କୁ ଠେଲାପେଲା କରୁଥିବାର ଦେଖିବାକୁ ମିଳୁଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସିଂହଦ୍ଵାର ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସର ଦୁର୍ବ୍ୟବହାର!

ଭିଡିଓରେ ଦେଖାଯାଉଛି ଯେ, ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରେ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଛି। ଧାଡିରେ କିଛି ମହିଳା ଭକ୍ତ ଆଗକୁ ବଢ଼ିବାକୁ ଉଦ୍ୟମ କରୁଛନ୍ତି। ସେଠାରେ ମହିଳା ପୁଲିସ ମଧ୍ୟ ଦାୟିତ୍ବରେ ଅଛନ୍ତି। ଭିଡ଼ ଭିତରେ ପଶି ପୁରୁଷ ପୁଲିସ ଜଣକ ମହିଳାଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଦେଖାଯାଉଛି।

ମହିଳା ଜଣକ ଆଗକୁ ବଢୁଥିବା ବେଳେ ଜଣେ ପୁରୁଷ ପୁଲିସ ତାଙ୍କ ହାତକୁ ଟାଣି ଧରିବାରୁ ମହିଳା ଜଣକ ବସି ପଡ଼ୁଛନ୍ତି। ଆଉ ପୁଲିସ ତାଙ୍କୁ ଗଡ଼ାଇ ମାରୁଥିବା ଏହି ଭିଡିଓରୁ ସ୍ପଷ୍ଟ ହୋଇଛି। ଜଣେ ପୁରୁଷ ପୁଲିସ ମହିଳାଙ୍କୁ ଏଭଳି ବ୍ୟବହାର କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:ପୋଲିସ ର ଦୁର୍ବ୍ୟବହାରBody:ପୁରୀ ସିଂହଦ୍ଵାର ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯ଼ୋଗ । ମହିଳାଙ୍କୁ ପୋଲିସ ଦୁର୍ବ୍ୟବହାର କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ଏହି ଭିଡିଓ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବଦିନ ବୈକୁଣ୍ଠ ଚତୁର୍ଦ୍ଦଶୀର ବିଳମ୍ବିତ ରାତିର ହୋଇଥିବା ଜଣାପଡ଼ିଛି । ମହିଳା ପୋଲିସଙ୍କଠାରୁ ଆରମ୍ଭ କରି ପୁରୁଷ ପୋଲିସ ମହିଳାଙ୍କୁ ଠେଲାପେଲା କରୁଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଭିଡିଓରେ ଦେଖାଯାଉଛି ଯେ, ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରେ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଛି। ଧାଡିରେ କିଛି ମହିଳା ଭକ୍ତ ଆଗକୁ ବଢ଼ିବାକୁ ଉଦ୍ୟମ କରୁଛନ୍ତି । ସେଠାରେ ମହିଳା ପୁଲିସ ମଧ୍ୟ ଦାୟିତ୍ୱରେ ଅଛନ୍ତି। ତେବେ ଭିଡ଼ ଭିତରେ ପଶି ପୁରୁଷ ପୁଲିସ ଜଣକ ମହିଳାଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଦେଖାଯାଉଛି। ଜଣେ ମହିଳା ଏହାକୁ ନେଇ ପାଟିତୁଣ୍ଡ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ମହିଳା ଜଣକ ଆଗକୁ ବଢୁଥିବା ବେଳେ ଜଣେ ପୁରୁଷ ପୁଲିସ ତାଙ୍କ ହାତକୁ ଟାଣି ଧରିବାରୁ ମହିଳା ଜଣକ ବସି ପଡ଼ୁଛନ୍ତି।
ଆଉ ପୁଲିସ ତାଙ୍କୁ ଗଡ଼ାଇ ମାରୁଥିବା ଏହି ଭିଡିଓରୁ ସ୍ପଷ୍ଟ ହୋଇଛି। ଜଣେ ପୁରୁଷ ପୁଲିସ ମହିଳାଙ୍କୁ ଏଭଳି ବ୍ୟବହାର କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.