ETV Bharat / city

ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, କୋହ ସମ୍ଭାଳି ପାରୁନାହାଁନ୍ତି ବିସ୍ଥାପିତ

author img

By

Published : Dec 6, 2019, 5:05 PM IST

ଆଜ୍ଞା,ସାତପୁରୁଷ ଧରି ଏହି ଭିଟାମାଟି ଘରେ ରହୁଥିଲୁ। ହେଲେ ସବୁ ଧୂଳିସାତ୍ ହୋଇଗଲା। ସରକାର କ୍ଷତିପୂରଣ ଧରେଇଦେଲେ କିନ୍ତୁ କେଉଁଠି ରହିବୁ ତାହା ଠିକ୍ କଲେନି। ଯାହା ହେବ ଦେଖାଯିବ। ଏବେ ଭାଗ୍ୟକୁ ଆଦରୀ ବିଲ ବଣରେ ପଡିରହିବୁ। ଦ୍ବିତୀୟ ପର୍ଯ୍ୟାୟ ଉଚ୍ଛେଦ ସମୟରେ ଏମିତି କହିଛନ୍ତି ପୁରୀ ବିସ୍ଥାପିତ। ଅଧିକ ଖବର ପଢନ୍ତୁ...

_DISPLACED
ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା,କୋହ ସମ୍ଭାଳି ପାରୁନାହାଁନ୍ତି ବିସ୍ଥାପିତ

ପୁରୀ: ପୁଣି ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ଦକ୍ଷିଣ ଦ୍ବାର ସମ୍ମୁଖ ବରାହି ଲେନରେ 4 ଟି ପ୍ଲଟର ଉଛେଦ କରାଯାଉଛି । ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ ନେଇ ଏହି ପ୍ଲଟଧାରୀ ବ୍ୟକ୍ତି ମାନେ ପ୍ରଶାସନକୁ ନିଜ ପ୍ଲଟ ବିକ୍ରି କରିଛନ୍ତି ।

ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା,କୋହ ସମ୍ଭାଳି ପାରୁନାହାଁନ୍ତି ବିସ୍ଥାପିତ

ଉଚ୍ଛେଦ ନେଇ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟରର 75 ପ୍ରତିଶତ ଜମି ଅଧିଗ୍ରହଣ ଏବେ ସୁଦ୍ଧା ସରିଯାଇଛି । ଉପଜିଲ୍ଲାପାଳ ଭଵ ତାରଣ ସାହୁଙ୍କ ଉପସ୍ଥିତରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି ।

ତେବେ କେତେକ ବ୍ୟକ୍ତି ହଠାତ ଉଛେଦ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି । ଆଉ କିଛି ସମୟ ଦେଇଥିଲେ ଆସବାପତ୍ର ନେବାରେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ବିସ୍ଥାପିତ । ସେହିପରି ବାପ ଅଜା ଅମଳର ଘର ଉଛେଦ ନେଇ ମଧ୍ୟ କିଛି ବିସ୍ଥାପିତ କୋହ ସମ୍ଭରଣ କରି ପାରିନଥିଲେ। ଅନ୍ୟପଟେ ସରକାରଙ୍କ ପ୍ୟାକେଜ ନେଇ ପ୍ଲଟ ହସ୍ତାନ୍ତର କରିଥିବା ଵ୍ୟକ୍ତିଙ୍କ ସବୁ ପ୍ଲଟ ଅଧିଗ୍ରହଣ ଯଥାଶୀଘ୍ର ହେବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:ଶ୍ରୀମନ୍ଦିରଦକ୍ଷିଣ ଦ୍ୱାର ପଟେ ଉଛେଦ ଆରଂଭBody:ଶ୍ରୀମନ୍ଦିର ସୁରକ୍ଷା ଜୋ ନ ଅଧିନ ରେ ଆସୁଥିବା ଦକ୍ଷିଣ ଦ୍ୱାର ଅଞ୍ଚଳରେ ଆଜି ଜିଲା ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ଘରୋଇ ଆବାସିକ ପ୍ଲଟ ଗୁଡିକ ଅଧିଗ୍ରହଣ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ତରଫରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଉପ ଜିଲାପାଳ ଭଵ ତାରଣ ସାହୁ ଙ୍କ ଉପସ୍ଥିତ ରେ ଉଛେଦ ପ୍ରକ୍ରିୟା ଚାଲିଛି। ଦକ୍ଷିଣ ଦ୍ୱାର ସମୁଖ ବରାହି ଲେନ ରେ 4 ଟି ପ୍ଲ ଟ ର ଉଛେଦ ଆରମ୍ଭ ହୋଇଛି। ସରକାର ଙ୍କ ସ୍ୱତନ୍ତ୍ର ପ୍ୟାକେଜ ନେଇ ଏହି ପ୍ଲ ଟ ଧାରୀ ବ୍ୟକ୍ତି ମାନେ ପ୍ରଶାସନ କୁ ନିଜ ପ୍ଲ ଟ ବିକ୍ରି କରିଛନ୍ତି। ତେବେ କେତେକ ବ୍ୟକ୍ତି ହଠାତ ଉଛେଦ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକଟ କରିଥିଲେ। ଆଉ କିଛି ସମୟ ଦେଇ ଥିଲେ ଆସବା ପତ୍ର ନେବାରେ ଭଲ ହୋଇ ଥାନ୍ତା ବୋଲି କହିଛନ୍ତି ବିସ୍ଥାପିତ। ସେହି ପରି ବାପ ଅଜା ଅମଳର ଘର ଉଛେଦ ନେଇ ମଧ୍ୟ କିଛି ବିସ୍ଥାପିତ କୋହ ସମ୍ଭରଣ କରି ପାରି ନ ଥିଲେ। ଅନ୍ୟପଟେ ସରକାର ଙ୍କ ପ୍ୟାକେଜ ନେଇ ପ୍ଲ ଟ ହସ୍ତାନ୍ତର କରିଥିବା ଵ୍ୟକ୍ତି ଙ୍କ ସବୁ ପ୍ଲ ଟ ଅଧିଗ୍ରହଣ ଯଥା ଶୀଘ୍ର ହେବ ବୋଲୀ ପୁରୀ ଉପଜିଲ୍ଲାପାଳ କହିଛନ୍ତି।

ବାଇଟ,, ସନ୍ଧ୍ୟା ରାଣୀ ରାଉତ ,, ବିସ୍ଥାପିତ
ବାଇଟ,, ଭଵ ତାରଣ ସାହୁ ,, ଉପଜିଲ୍ଲାପାଳ, ପୁରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.