ETV Bharat / city

ପୁରୀ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା - ହୋଟେଲରୁ ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୌରସଂସ୍ଥାର ୭ନଂ ୱାର୍ଡ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା । ହୋଟେଲରୁ ଅଧିକାଂଶ କର୍ମଚାରୀ କୋରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ପୁରୀ ପୌରସଂସ୍ଥାର ୭ ନଂ ୱାର୍ଡ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

author img

By

Published : Apr 29, 2021, 4:11 PM IST

ପୁରୀ: ପୁରୀ ପୌରସଂସ୍ଥାର ୭ନଂ ୱାର୍ଡ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା । ପୁରୀ ପୌରସଂସ୍ଥାର ୭ ନଂ ୱାର୍ଡ ଅନ୍ତର୍ଗତ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ପୁରୀ ପୌରସଂସ୍ଥାର ୭ ନଂ ୱାର୍ଡ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ
ପୁରୀ ପୌରସଂସ୍ଥାର ୭ ନଂ ୱାର୍ଡ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

ଏହି ହୋଟେଲରୁ ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ରହୁଥିବା ବାସିନ୍ଦା ବାହାରକୁ କିମ୍ବା ବାହାର ବ୍ୟକ୍ତିଙ୍କୁ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏଥିସହ ଉକ୍ତ ଅଞ୍ଚଳ ପରିସରରେ ଥିବା ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିବ । ମାତ୍ର ବିଭିନ୍ନ ଟିମ୍ ଦ୍ବାରା ବାସିନ୍ଦାଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସେବା ଜାରି ରହିବ । ଏହା ବ୍ୟତୀତ ୱାର୍ଡ ନଂ ୩୧ ଅନ୍ତର୍ଗତ ଡିଏଜି କଲୋନୀକୁ ମଧ୍ୟ ପୂର୍ବରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.