ETV Bharat / city

23 ଦିନରେ ପହଞ୍ଚିଲା ବ୍ଲୁ ଫ୍ଲାଗ ଵିଚ ବାତିଲ ଧାରଣା

author img

By

Published : Jan 8, 2022, 10:43 PM IST

ତେଇଶି ଦିନରେ ପହଞ୍ଚିଛି ବ୍ଲୁଫ୍ଲାଗ୍ ବିରୋଧୀ ଦିବାରାତ୍ରି ଆନ୍ଦୋଳନ ଓ ଗଣ ଧାରଣା । ଅଧିକ ପଢନ୍ତୁ

puri-blue-flag-beach-
ବ୍ଲୁ ଫ୍ଲାଗ ଵିଚ ବାତିଲ ଦାବି 23 ଦିନରେ ପହଞ୍ଚିଲା ଧାରଣା

ପୁରୀ: ବ୍ଲୁ ଫ୍ଲାଗ ଵିଚ ବାତିଲ ଦାବି 23 ଦିନରେ ପହଞ୍ଚିଲା ଧାରଣା। ତେଇଶି ଦିନରେ ପହଞ୍ଚିଛି ବ୍ଲୁ ଫ୍ଲାଗ୍ ବିରୋଧୀ ଦିବାରାତ୍ରି ଆନ୍ଦୋଳନ ଓ ଗଣଧାରଣା । ଶୀତରେ ଦିନ ରାତି ଆନ୍ଦୋଳନ କରୁଛନ୍ତି ଜୀବନ ଜୀବିକା ହରାଉଥିବା କ୍ଷୁଦ୍ର ବ୍ୟବସାୟୀମାନେ । ଜାଲାରି ଆପାନା ନାମକ ଲାଇଫଗାର୍ଡ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ବଲ୍ଲା ଜଗନ୍ନାଥ ନାମକ ଜଣେ ମୁକ୍ତ ବ୍ୟବସାୟୀ ଆନ୍ଦୋଳନକାରୀ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ।

ଆନ୍ଦୋଳନ ସ୍ଥଳରେ କୌଣସି ଅଧିକାରୀ ଆସୁନାହାନ୍ତି ଆଲୋଚନା କରିବା ପାଇଁ । ଆନ୍ଦୋଳନକାରୀ ନିଷ୍ପତ୍ତି ନେଇଛନ୍ତି ମରିବୁ ପଛେ ବେଳାଭୂମି ଛାଡିବୁ ନାହିଁ । କୋଭିଡ ଗାଇଡଲାଇନ୍ ଅନୁଯାୟୀ ଏହି ଅହୋରାତ୍ର ଆନ୍ଦୋଳନ ଚାଲୁରହିଛି । ବ୍ଲୁଫ୍ଲାଗ୍ ବନ୍ଦ ନହେବା ପର୍ଯ୍ୟନ୍ତ କୋଭିଡ ଗାଇଡଲାଇନ୍ ଅନୁଯାୟୀ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.