ETV Bharat / city

ଶ୍ରୀମନ୍ଦିରକୁ ଆସିଲା ପଢ଼ୁଆଁ ଭାର

ରାତି ପାହିଲେ ପ୍ରଥମାଷ୍ଟମୀ । ନିଆଳୀର ପ୍ରଭୁ ମାଧବ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର । ପ୍ରଥମାଷ୍ଟମୀରେ ମହାପ୍ରଭୁ ହେବେ ପଢ଼ୁଆଁ ।

ଡିଜାଇନ ଫଟୋ
author img

By

Published : Nov 19, 2019, 9:33 PM IST

ପୁରୀ: ରାତି ପାହିଲେ ପ୍ରଥମାଷ୍ଟମୀ । ମହାପ୍ରଭୁ ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବେ । ଏଥିଲାଗି ନିଆଳିର ପ୍ରଭୁ ମାଧବ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ପଢ଼ୁଆଁ ଭାର ଶ୍ରୀମନ୍ଦିର ଆସିଛି ।

ଶ୍ରୀମନ୍ଦିର ଆସିଲା ପଢ଼ୁଆଁ ଭାର

ଭଜନ, କୀର୍ତ୍ତନରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ପଢ଼ୁଆଁ ଭାର ଆସିଛି । ଭକ୍ତମାନେ ଶ୍ରଦ୍ଧାପୂର୍ବକ ଶ୍ରୀମନ୍ଦିରରେ ପଢୁଆଁ ଭାର ଦେଇଯାଇଛନ୍ତି । ମହାପ୍ରଭୁଙ୍କ ମାମୁଁ ନିଆଳିର ପ୍ରଭୁ ମାଧବ ବୋଲି କୁହାଯାଏ ।

ସୂଚନା ଥାଉକି, ପୂର୍ବରୁ ରାଜ ରାଜୁଡା ଅମଳରେ ପ୍ରଥମାଷ୍ଟମୀରେ ପଢ଼ୁଆଁ ଭାର ମାଧବ ମନ୍ଦିରରୁ ଆସୁଥିଲା । ହେଲେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଏହି ପରମ୍ପରା ବନ୍ଦ ହୋଇଯାଇଥିଲା । ତେବେ ଚଳିତ ବର୍ଷ ପୁଣି ଏହି ଅଞ୍ଚଳର ଲୋକେ ଏକାଠି ହୋଇ ପରମ୍ପରାକୁ ଆରମ୍ଭ କରିଛନ୍ତି ।

ଗଜପତିଙ୍କ ପରାମର୍ଶ ନେଇ ଓ ସରକାରୀଙ୍କ ସହିତ ଆଲୋଚନା କରି ପୁନର୍ବାର ଏହି ପରମ୍ପରା ଚଳିତ ଥର ଆରମ୍ଭ ହୋଇଛି । ପଢ଼ୁଆଁ ଭାରରେ ପାଟ ବସ୍ତ୍ର, ବିଭିନ୍ନ ଫଳ ମୂଳ ଓ ବିଭିନ୍ନ ସାମଗ୍ରୀ ନେଇ ଶ୍ରୀମନ୍ଦିରରେ ଦେଇଛନ୍ତି ମାଧବାନନ୍ଦଜୀୟୁ ଟ୍ରଷ୍ଟ । ଆଗାମୀ ଦିନରେ ଏହି ପରମ୍ପରା ଆଗେଇ ଚାଲିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପଢ଼ୁଆଁ ଭାର Body:ରାତି ପହିଲେ ପଢ଼ୁଆଁ ଅଷ୍ଟମୀ। ମହାପ୍ରଭୁ ପ୍ରଥମାଅଷ୍ଟମୀ ରେ ପଢ଼ୁଆଁ ହେବେ। ତେବେ ଚଳିତ ବର୍ଷ ନିଆଳି ର ପ୍ରଭୁ ମାଧବ ମନ୍ଦିର ରୁ ମହାପ୍ରଭୁଙ୍କ ପାଇଁ ପଢ଼ୁଆଁ ଭାର ଶ୍ରୀମନ୍ଦିର ଆସିଛି। ହଜାର ହଜାର ଭକ୍ତ ନିଆଳି ମାଧବ , ପୁରୀ ର ନିମାପଡା ଅଞ୍ଚଳ ରୁ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଥିଲେ। ଅପରାହ୍ନ ରେ ଗୁଣ୍ଡିଚା ମନ୍ଦିର ନିକଟରେ ସମସ୍ତେ ଆସି ଏକାଠି ହୋଇ ଥିଲେ। ଭଜନ , କୀର୍ତ୍ତନ , ପାରମ୍ପରିକ ନୃତ୍ୟ ତାଳେ ତାଳେ ଭକ୍ତ ମାନେ ଶ୍ରୀମନ୍ଦିର କୁ ଆସି ମହାପ୍ରଭୁ ଙ୍କ ପଢ଼ୁଆଁ ଭାର ଦେଇ ଥିଲେ। କୁହାଯାଏ ଯେ ନିଆଳି ର ପ୍ରଭୁ ମାଧବ ହେଉଛନ୍ତି ମହାପ୍ରଭୁଙ୍କ ମାମୁ। ପୂର୍ବରୁ ରାଜ ରାଜୁଡ଼ା ଅମଳରେ ପ୍ରଥମା ଅଷ୍ଟମୀ ରେ ପଢ଼ୁଆଁ ଭାର ମାଧବ ମନ୍ଦିର ରୁ ଆସୁଥିଲା। ହେଲେ ପରବର୍ତ୍ତୀ ସମୟରେ କୌଣସି କାରଣ କୁ ନେଇ ଏହି ପ୍ରଥା ପରମ୍ପରା ବନ୍ଦ ହୋଇ ଯାଇ ଥିଲା। ତେବେ ପୁଣି ମାଧବ ଅଞ୍ଚଳ ର ଲୋକେ ଏକାଠି ହୋଇ ଏହି ପରମ୍ପରା କୁ ଚଳିତ ବର୍ଷ ଆରମ୍ଭ କରିଛନ୍ତି। ଗଜପତି ଙ୍କ ପରାମର୍ଶ ନେଇ ଓ ସରକାରୀ ଙ୍କ ସହିତ ଆଲୋଚନା କରି ପୁନର୍ବାର ଏହି ପରମ୍ପରା ଚଳିତ ଥର ଆରଂଭ ହୋଇଛି। ପଢ଼ୁଆଁ ଭାର ପାଟ ବସ୍ତ୍ର, ବିଭିନ୍ନ ଫଳ ମୂଳ ଓ ବିଭିନ୍ନ ସାମଗ୍ରୀ ନେଇ ଶ୍ରୀମନ୍ଦିର ରେ ଦେଇ ଛନ୍ତି ମାଧବାନନ୍ଦ ଜୀୟୁ ଟ୍ରଷ୍ଟ । ଆଗାମୀ ଦିନରେ ଏହି ପରମ୍ପରା ଆଗେଇ ଚାଲିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ବାଇଟ,,, ରଣ ଜିତ ସାହୁ ,, ଟ୍ରଷ୍ଟ ସଦସ୍ୟ
ବାଇଟ2,, ଶ୍ରଦ୍ଧାଳୁ
ବାଇଟ3,, ଶ୍ରଦ୍ଧାଳୁ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.