ETV Bharat / city

CDS ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି: ଶ୍ରୀମନ୍ଦିର ସାମ୍ନାରେ ଜାଳିଲେ ଦୀପ - ବିପିନ ରାୱତଙ୍କୁ ଶ୍ରୀମନ୍ଦିରରେ ଦୀପଜାଳି ଶ୍ରଦ୍ଧାଞ୍ଜଳି

ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା CDS ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ସେନାଅଧିକାରୀଙ୍କ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ । ଅଧିକ ପଢନ୍ତୁ

People of puri pays to Tribute CDS Bipin Rawat, wife along with All Army Officers with lighting lamp
ଶ୍ରୀମନ୍ଦିର ସାମ୍ନାରେ ଦୀପଜାଳି CDS ବିପିନ ରାୱତଙ୍କ ସମେତ ସମସ୍ତ ସେନାଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି
author img

By

Published : Dec 9, 2021, 9:24 PM IST

Updated : Dec 9, 2021, 10:02 PM IST

ପୁରୀ: ଦେଶର ପ୍ରଥମ CDS ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ସେନା ଅଧିକାରୀ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ସାରାଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ଅକସ୍ମାତ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି ।

CDS ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି: ଶ୍ରୀମନ୍ଦିର ସାମ୍ନାରେ ଜାଳିଲେ ଦୀପ

ଦୁର୍ଘଟଣାରେ ସହିଦ ହୋଇଥିବା CDS ବିପିନ ରାୱତ(Bipin Rawat), ତାଙ୍କ ପତ୍ନୀ ଏବଂ ଅନ୍ୟ ସେନାଅଧିକାରୀଙ୍କ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Tribute To CDS: ଫଟୋରେ ଫଟୋରେ Bipin Rawatଙ୍କ ଜୀବନ ଯାତ୍ରା

ଶ୍ରୀମନ୍ଦିର ସିଂହ ଦ୍ବାର ନିକଟରେ ପୁରୀ ସହରର ସାମ୍ବାଦିକ, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ସଦସ୍ୟ ଉପସ୍ଥିତ ରହି ସହିଦଙ୍କ ପାଇଁ ଦୀପ ଦାନ କରି ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 9, 2021, 10:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.