ETV Bharat / city

ଆସନ୍ତା ୮ ରୁ ଆରମ୍ଭ ହେବ ନବମ, ଏକାଦଶ ଶ୍ରେଣୀର ପାଠପଢା: ଗଣଶିକ୍ଷା ମନ୍ତ୍ରୀ

author img

By

Published : Feb 2, 2021, 3:40 PM IST

ଆସନ୍ତା ୮ରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ହେବ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...

ninth and eleventh class will start from next 8th: Minister of Mass Education
ଆସନ୍ତା ୮ରୁ ଆରମ୍ଭ ହେବ ନବମ, ଏକାଦଶ ଶ୍ରେଣୀର ପାଠପଢା :ଗଣଶିକ୍ଷା ମନ୍ତ୍ରୀ

ପୁରୀ : ଫେବ୍ରୁଆରୀ ୮ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା l ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ନବମ ଓ ଏକାଦଶ ପାଠପଢ଼ା ହେବ।

ସକାଳ ସାଢେ ଆଠଟା ଠାରୁ ସାଢେ଼ ଦଶଟା ପର୍ଯ୍ୟନ୍ତ ନବମ ଓ ଏକାଦଶର ଛାତ୍ରଛାତ୍ରୀ ପାଠ ପଢିବେ । ପରେ ମାର୍ଚ୍ଚ 2021 ଦ୍ବିତୀୟ ସପ୍ତାହରେ ଗୋଟିଏ ଫାଷ୍ଟ ୟୁନିଟ ଟେଷ୍ଟ ହେବ । ତେବେ, କିଭଳି ବ୍ୟବସ୍ଥାରେ ଏହି ପାଠ ପଢା ହେବ ସେ ନେଇ ସବିଶେଷ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.