ETV Bharat / city

ସତ୍ୟବାଦୀ SBI ଶାଖାରେ ଅଗ୍ନିକାଣ୍ତ

ବଡ଼ ଅଘଟଣରୁ ବର୍ତ୍ତିଲା ସତ୍ୟବାଦୀ ଏସବିଆଇ ଶାଖା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଧିକ ପଢନ୍ତୁ

author img

By

Published : Nov 18, 2021, 3:27 PM IST

ସତ୍ୟବାଦୀ ଏସବିଆଇ ଶାଖାରେ ଭୟାବହ ଅଗ୍ନିକାଣ୍ତ
ସତ୍ୟବାଦୀ ଏସବିଆଇ ଶାଖାରେ ଭୟାବହ ଅଗ୍ନିକାଣ୍ତ

ପୁରୀ: ବଡ଼ ଅଘଟଣରୁ ବର୍ତ୍ତିଲା ସତ୍ୟବାଦୀ ଏସବିଆଇ ଶାଖା (SBI Branch) । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ, ପୁରୀ ଜିଲ୍ଲା ସତ୍ୟବାଦୀ ଏସବିଆଇ ବ୍ୟାଙ୍କର କ୍ୟାଣ୍ଟିନରେ ଗ୍ୟାସ ପାଇପ ଲିକ ହୋଇଯାଇଥିଲା । ଫଳରେ ନିଆଁ ଲାଗି ଯାଇଥିଲା ।

ସତ୍ୟବାଦୀ ଏସବିଆଇ ଶାଖାରେ ଭୟାବହ ଅଗ୍ନିକାଣ୍ତ

ବ୍ୟାଙ୍କରେ ଧୂଆଁମୟ ହେବାରୁ ଗ୍ରାହକ ଓ କର୍ମଚାରୀ ଭୟଭୀତ ହୋଇ ବ୍ୟାଙ୍କ ବାହାରକୁ ଦୌଡି ପଳାଇ ଆସିଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ, ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ବିଶେଷ କିଛି ନଷ୍ଟ ହୋଇନାହିଁ । ଆଜି କ୍ୟାଣ୍ଟିନରେ ରୋଷେଇ ହେଉଥିବା ସମୟରେ ଏଭଳି ଘଟଣା ଘଟିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.