ETV Bharat / city

ପୀଠେ ମହାଷ୍ଟମୀ: ମାଆଙ୍କ ପାଖରେ ଲାଗି ହେଲା ଆମିଷ ଭୋଗ - ଶ୍ରୀକ୍ଷେତ୍ର ଉତ୍ସବ ମୁଖରିତ

ଶାରଦୀୟ ଦୁର୍ଗାପୂଜାକୁ ନେଇ ଶ୍ରୀକ୍ଷେତ୍ର ଉତ୍ସବ ମୁଖରିତ । ଦେବୀ ପୀଠ ଗୁଡିକରେ ମହାଷ୍ଟମୀରେ ଆମିଷ ଭୋଗ ତଥା ଶଙ୍ଖୁଡ଼ି ଭୋଗ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
author img

By

Published : Oct 5, 2019, 3:07 PM IST

ପୁରୀ: ଶାରଦୀୟ ଦୁର୍ଗାପୂଜାକୁ ନେଇ ଶ୍ରୀକ୍ଷେତ୍ର ଉତ୍ସବ ମୁଖରିତ । ପୁରୀରେ ଆଜି ଦେବୀ ପୀଠ ଗୁଡ଼ିକରେ ମହାଷ୍ଟମୀ । ଏହି ଅବସରରେ ମାଆଙ୍କୁ ପୂଜାର୍ଚ୍ଚନା ଓ ଆଶିଷ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ପୂଜା ପାଇଁ ଦେବୀ ପୀଠ ଗୁଡିକରେ ଏକାଠି ହୋଇଛନ୍ତି ।

ମହାଷ୍ଟମୀ ଅବସରରେ ଦେବୀ ପୀଠ ଗୁଡ଼ିକରେ ଆଜି ମହିଷାମର୍ଦ୍ଧିନୀ ବେଶ ଅନୁଷ୍ଠିତ ହୋଇଛି । ଏଥିପାଇଁ ସ୍ବତନ୍ତ୍ର ପୂଜା ସହ ଚଣ୍ଡୀ ପୂଜା, ବିଭିନ୍ନ ଗୁପ୍ତ ପୂଜା ଅନୁଷ୍ଠିତ ହେଉଛି । ଦେବୀ ପୀଠ ଗୁଡିକରେ ମହାଷ୍ଟମୀରେ ଆମିଷ ଭୋଗ ତଥା ଶଙ୍ଖୁଡ଼ି ଭୋଗ କରାଯାଇଛି । ଯାହାକି ସ୍ବତନ୍ତ୍ର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ବିଶେଷ କରି ଶ୍ରୀକ୍ଷେତ୍ରରେ ଥିବା ଦେବୀ ପୀଠ ମାଆ କାକୁଡି ଖାଇ, ମାଆ ଜହ୍ନି ଖାଇ, ମାଆ ଆଲାମ ଚଣ୍ଡୀ, ବାଙ୍କୀ ମୁହାଣ ରାମ ଚଣ୍ଡୀ, ଶୂନ୍ୟ ଗୋଶାଣୀ ଆଦି ପ୍ରମୁଖ ଦେବୀ ପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମହାଷ୍ଟମୀ ପୂଜା Body:ଶାରଦୀୟ ଦୁର୍ଗାପୂଜା କୁ ନେଇ ଶ୍ରୀକ୍ଷେତ୍ର ଉତ୍ସବ ମୁଖରିତ। ପୁରୀ ରେ ଆଜି ଦେବୀ ପୀଠ ଗୁଡ଼ିକ ରେ ମହାଷ୍ଟମୀ । ଏହି ଅବସର ରେ ମା ଙ୍କୁ ପୂଜାର୍ଚ୍ଚନା ଓ ଆଶୀର୍ବାଦ ଲାଭ ନିମନ୍ତେ ହଜାର ହଜାର ଶ୍ରଦ୍ଧାଲୁ ପୂଜା ପାଇଁ ଦେବୀ ପୀଠ ଗୁଡିକ ରେ ଏକାଠି ହୋଇ ଛନ୍ତି। ମହାଷ୍ଟମୀ ଅଵସର ରେ ଦେବୀ ପୀଠ ଗୁଡ଼ିକ ରେ ଆଜି ମହିସା ମରଦିନି ବେଶ ଅନୁଷ୍ଠିତ ହୋଇଛି। ଏଥି ପାଇଁ ସ୍ୱତନ୍ତ୍ର ପୂଜା ସହ ଚଣ୍ଡୀ ପୂଜା , ସମେତ ବିଭିନ୍ନ ଗୁପ୍ତ ପୂଜା ଅନୁଷ୍ଠିତ ହେଉଛି। ଦେବୀ ପୀଠ ଗୁଡିକ ରେ ମହାଷ୍ଟମୀ ରେ ଆମିଷ ଭୋଗ ତଥା ଶଙ୍ଖୁଡ଼ି ଭୋଗ କରାଯାଇଛି। ଯାହାକି ସ୍ୱତନ୍ତ୍ର। ବିଶେଷ କରି ଶ୍ରୀକ୍ଷେତ୍ର ରେ ଥିବା ଦେବୀ ପୀଠ ମା କାକୁଡି ଖାଇ , ମା ଜହ୍ନି ଖାଇ , ମା ଆଲାମ ଚଣ୍ଡୀ, ବାଙ୍କୀ ମୁହାଣ ରାମ ଚଣ୍ଡୀ, ଶୂନ୍ୟ ଗୋଶାଣୀ ଆଦି ପ୍ରମୂଖ ଦେବୀ ପୀଠ ଗୁଡିକ ଚଳ ଚଞ୍ଚଳ ହୋଇ ଉଠିଚି

ବାଇଟ,,1,, ଶ୍ରଦ୍ଧାଳୁ
ବାଇଟ2,, ଶ୍ରଦ୍ଧାଳୁ
ବାଇଟ,, ଭବାନୀ ସଙ୍କର ପାଣିଗ୍ରାହୀ,, ପୂଜକConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.