ETV Bharat / city

ବେଳାଭୂମିରେ ମହାଦେବଙ୍କର ବିଶାଳ ପ୍ରତିକୃତି

ବାଲୁକା ଚିତ୍ରକଳାରେ ମହାଶିବରାତ୍ରୀର ଶୁଭେଚ୍ଛା । 15 ଫୁଟ ଲମ୍ବର ମହାଦେବଙ୍କର ବିଶାଳ ବାଲୁକା ଚିତ୍ରକଳା କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 10, 2021, 8:32 PM IST

Updated : Mar 10, 2021, 10:06 PM IST

mahadev sand art in puri seabeach
ବେଳାଭୂମିରେ ମହାଦେବଙ୍କର ବିଶାଳ ପ୍ରତିକୃତି

ପୁରୀ : ମହାଶିବରାତ୍ରୀ ଅଵସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ମାନସ ସାହୁ। ଲାଇଟହାଉସ ବେଳାଭୂମିରେ ଶିବଙ୍କର ଏକ ବିଶାଳ ପ୍ରତିକୃତି ତିଆରି କରିବା ସହ କୈଳାସ ପର୍ବତରେ ଧ୍ୟାନମୁଦ୍ରାରେ ମହାଦେବ ବସିବା ଭଳି ବାଲୁକା ଚିତ୍ରକଳାଟି କରାଯାଇଛି।

ବେଳାଭୂମିରେ ମହାଦେବଙ୍କର ବିଶାଳ ପ୍ରତିକୃତି

15 ଫୁଟ ଲମ୍ବ ଏହି ବିଶାଳ ବାଲୁକା ଚିତ୍ରକଳାରେ 15 ଟନ ବାଲି ବ୍ୟବହାର ହୋଇଛି। ତେବେ ସାରା ବିଶ୍ବରେ କୋଭିଡ ମହାମାରୀ ଆତଙ୍କ ରଚିଥିବାବେଳେ ମହାଦେବ ସମସ୍ତଙ୍କୁ ଏହି ଭାଇରସ କବଳରୁ ରକ୍ଷା କରିବା ପାଇଁ ବାଲୁକା ଚିତ୍ରକଳାରେ ପ୍ରାର୍ଥନା କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 10, 2021, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.