ETV Bharat / city

ରତ୍ନ ଭଣ୍ଡାରରେ ରଖାଗଲା ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର - ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର

ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥିବା ସ୍ବର୍ଣ୍ଣ ଅଳଙ୍କାରରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମନ୍ଦିର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

ରତ୍ନ ଭଣ୍ଡାରରେ ରଖାଗଲା ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର

author img

By

Published : Mar 9, 2021, 10:56 AM IST

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମନ୍ଦିର ରତ୍ନ ଭଣ୍ଡାରକୁ ସ୍ବର୍ଣ୍ଣ ଅଳଙ୍କାରଙ୍କୁ ସ୍ଥାନାନ୍ତର କରାଯାଇଛି । କିଛି ଦିନ ତଳେ ଜଣେ ଦାତା ନାମ ଗୋପନ ରଖି ମହାପ୍ରଭୁଙ୍କ ପାଇଁ ସ୍ବର୍ଣ୍ଣ ଅଳଙ୍କାର ସମର୍ପଣ କରିଥିଲେ । ସ୍ବର୍ଣ୍ଣ ଅଳଙ୍କାରଗୁଡିକର ଓଜନ ପ୍ରାୟ 4 କେଜି 858 ଗ୍ରାମ ହୋଇଥିବାବେଳେ 3 କେଜି 876 ଗ୍ରାମ ରୂପା ଅଳଙ୍କାର ଆକାରରେ ମିଳିଥିଲା ।

ରତ୍ନ ଭଣ୍ଡାରରେ ରଖାଗଲା ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର
ରତ୍ନ ଭଣ୍ଡାରରେ ରଖାଗଲା ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର
ରତ୍ନ ଭଣ୍ଡାରରେ ରଖାଗଲା ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର
ରତ୍ନ ଭଣ୍ଡାରରେ ରଖାଗଲା ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର
ରତ୍ନ ଭଣ୍ଡାରରେ ରଖାଗଲା ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର
ରତ୍ନ ଭଣ୍ଡାରରେ ରଖାଗଲା ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର
ରତ୍ନ ଭଣ୍ଡାରରେ ରଖାଗଲା ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର

ମିଳିିଥିବା ସୁନାରେ ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର, ଝୋବା ଓ ଶ୍ରୀମୁଖ୍ୟ ପଦ୍ମ ରହିଛି । ସୁନାରେ ଦେବୀ ସୁଭଦ୍ରାଙ୍କ ପାଇଁ 2ଟି ତଡକୀ, 2ଟି ଝୋବା ରହିଛି । ଶ୍ରୀବଳଭ୍ରଦଙ୍କ 40ଟି ଶ୍ରୀମୁଖ ପଦ୍ମ, 2ଟି ଝୋବା ମଧ୍ୟ ରହିଛି । ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖ ପଦ୍ମ, ୨ଟି ଝୋବା ରହିଛି । ଆଳଙ୍କାରଗୁଡିକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ବେଳେ ସୋମବାର ଅପରାହ୍ନରେ କଡା ସୁରକ୍ଷା ମଧ୍ୟରେ ଅଳଙ୍କାରଗୁଡିକୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.