ETV Bharat / city

ରଥଯାତ୍ରା SOP ଉଲ୍ଲଙ୍ଘନ ଘଟଣା; ଲଜ ସିଲ ସହ ୫ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ - ରଥଯାତ୍ରା SOP ଉଲ୍ଲଙ୍ଘନ

ରଥଯାତ୍ରା SOP ଉଲ୍ଲଙ୍ଘନ ଘଟଣା ପୁଣି ସିଲ୍ ହେଲା ଲଜ । ୫ ଜଣଙ୍କ ବିରୁଦ୍ଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

ରଥଯାତ୍ରା SOP ଉଲ୍ଲଙ୍ଘନ ଘଟଣା; ଗୋଟିଏ ଲଜ ସିଲ ସହ ୫ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

author img

By

Published : Jul 16, 2021, 7:58 PM IST

ପୁରୀ: ରଥଯାତ୍ରା SOP ଉଲ୍ଲଙ୍ଘନ ଘଟଣା । ପୂର୍ବରୁ ଗଙ୍ଗ ଲଜ, ଅକ୍ଷୟପାତ୍ର ଫାଉଣ୍ଡେସନ ଓ ସାଗର ଲଜକୁ ସିଲ କରାଯାଇଥିବାବେଳେ ଆଜି(ଶୁକ୍ରବାର) ଶ୍ରୀକ୍ଷେତ୍ର ଲଜକୁ ସିଲ କରାଯାଇଛି । ଏଥିସହ ୫ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେମାନେ ହେଲେ ସନ୍ତୋଷ କୁମାର ପାତ୍ର, ଅଙ୍କିତ ପତୁଆରି, ଗୋପୀନାଥ ସାହୁ, ପ୍ରସନ୍ନ ମହାପାତ୍ର, ବିବିନ ଆଚାର୍ଯ୍ୟ ।

ରଥଯାତ୍ରା SOP ଉଲ୍ଲଙ୍ଘନ ଘଟଣା; ଲଜ ସିଲ ସହ ୫ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଆଗକୁ ମଧ୍ୟ ରଥଯାତ୍ରା ନିୟମ ଖିଲାପ କରିଥିବା ଲଜ ଓ ହୋଟେଲ ଉପରେ କର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି କର୍ଫ୍ୟୁ ଉଲ୍ଲଙ୍ଘନ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.