ETV Bharat / city

କୋଣାର୍କ ମହୋତ୍ସବ: ଦୁଲୁକୁଛି ମୁକ୍ତାକାଶ ରଙ୍ଗମଞ୍ଚ - ପ୍ରସିଦ୍ଧ କୋଣାର୍କ ମହୋତ୍ସବ

ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଶରେ ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ । ଯାହାକୁ ଦେଖିବା ପାଇଁ ପ୍ରବଳ ମାତ୍ରାରେ ଭିଡ ଦେଖିବାକୁ ମିଳୁଛି । ଅଧିକ ଖବର ପଢନ୍ତୁ...

କୋଣାର୍କ ମହୋତ୍ସବ: ଦୁଲୁକୁଛି ମୁକ୍ତାକାଶ ରଙ୍ଗମଞ୍ଚ

author img

By

Published : Dec 4, 2019, 2:14 PM IST

Updated : Dec 4, 2019, 3:12 PM IST

ପୁରୀ: ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଶରେ ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଣାର୍କ ଉତ୍ସବକୁ ଉଦଘାଟନ କରିଥିଲେ । ଆଉ ପ୍ରଥମ ଦିନରୁ ଆରମ୍ଭ ହୋଇଥିଲା ରଙ୍ଗମଞ୍ଚରେ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ । ଆଉ ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହୁଛନ୍ତି ଦେଶ ବିଦେଶରୁ ଆସିଥିବା କଳାକାର ।

କୋଣାର୍କ ମହୋତ୍ସବ: ଦୁଲୁକୁଛି ମୁକ୍ତାକାଶ ରଙ୍ଗମଞ୍ଚ

ଆରମ୍ଭ ହୋଇଛି ପ୍ରସିଦ୍ଧ କୋଣାର୍କ ମହୋତ୍ସବ । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଣାର୍କ ଉତ୍ସବକୁ ଉଦଘାଟନ କରିଥିଲେ । ସେହିପରି ଦ୍ବିତୀୟ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆଉ ତୃତୀୟ ଦିନରେ ଯୋଗ ଦେଇଥିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ । ପ୍ରାରମ୍ଭ ଦିନ ଭୁବନେଶ୍ବରର ଶ୍ରୀଜନ ଗ୍ରୁପ ପକ୍ଷରୁ ଓଡିଶୀ ନୃତ୍ୟ ଓ ପୁଣେର ଗୁରୁ ସାମା ଭଟେ ଗ୍ରୁପର କଥକ ନୃତ୍ୟ ବେଶ ବିମୋହିତ କରିଥିଲା । ସେହିପରି 2ୟ ଓ ତୃତୀୟ ଦିନରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ ନୃତ୍ୟ ତା ସହ ମୋହିନି ଆଟ୍ଟମ ଓ ଓଡିଶୀ ନୃତ୍ୟ।

ମୁକ୍ତାକାଶ ରଙ୍ଗମଞ୍ଚରେ ଦେଶ ବିଦେଶରୁ ବହୁ ସଂଖ୍ୟକ କଳାକାର ଯୋଗଦେଇ ସେମାନଙ୍କ କଳାକୃତି ପ୍ରଦର୍ଶନ କରୁଛନ୍ତି । ରଙ୍ଗୀନ ଆଲୋକମାଳାରେ ଝଲସୁଛି କୋଣାର୍କ । ସେପଟେ ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତିକ ବାଲୁକା କଳା ବି ଅନୁଷ୍ଠିତ ହୋଇଛି l ଏଥିରେ ଦେଶ ବିଦେଶର ବହୁ ବାଲୁକା ଶିଳ୍ପୀମାନେ ଯୋଗଦେଇ ନିଜର ବାଲୁକା କଳାର ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖିବା ପାଇଁ ପ୍ରବଳ ମାତ୍ରାରେ ଭିଡ ଦେଖିବାକୁ ମିଳୁଛି ।

ପ୍ରତିବର୍ଷ କୋଣାର୍କ ମହୋତ୍ସବରେ ଦେଖିବାକୁ ମିଳିଥାଏ ଅନେକ ପରମ୍ପରାର ଝଲକ । ଝିଲିମିଲି ଆଲୁଅରେ ନୃତ୍ୟ ପରିବେଷଣ କରି ନିଜକୁ ଗର୍ବିତ ଅନୁଭବ କରୁଥିବା କଳାକାର ଓ ହାତର ଯାଦୁରେ ଜୀବନ୍ତ ରୂପ ଦେଉଥିବା ଶିଳ୍ପୀ ଏହି ଦିନକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି । ତେବେ ଏହି ମୁକ୍ତାକାଶ ରଙ୍ଗମଞ୍ଚର ଗୁରୁବାର ଉଦଯାପନ ହେବ।

ବ୍ୟୁରୋ ସହ ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Intro:Body:

konark pkg 

ଭିଓ-1

ଆରମ୍ଭ ହୋଇଛି ପ୍ରସିଦ୍ଧ  କୋଣାର୍କ ମହୋତ୍ସବ ।  ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଣାର୍କ ଉତ୍ସବକୁ ଉଦଘାଟନ କରିଥିଲେ । ସେହିପରି ଦ୍ବିତୀୟ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆଉ ତୃତୀୟ ଦିନରେ ଯୋଗ ଦେଇଥିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ । ପ୍ରାରମ୍ଭ ଦିନ ଭୁବନେଶ୍ବରର ଶ୍ରୀଜନ ଗ୍ରୁପ ପକ୍ଷରୁ ଓଡିଶୀ ନୃତ୍ୟ ଓ ପୁଣେର ଗୁରୁ ସାମା ଭଟେ ଗ୍ରୁପର କଥକ ନୃତ୍ୟ ବେଶ ବିମୋହିତ କରିଥିଲା । ସେହିପରି 2 ୟ ଓ ତୃତୀୟ ଦିନରେ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା  ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ ନୃତ୍ୟ ତା ସହ ମୋହିନି ଆଟ୍ଟମ ଓ ଓଡିଶୀ ନୃତ୍ୟ। 

ବାଇଟ- ସମୀର ରଞ୍ଜନ ଦାଶ, ଗଣଶିକ୍ଷା ମନ୍ତ୍ରୀ

ବାଇଟ- ସୁରେଶ ମହାପାତ୍ର, ବରିଷ୍ଠ ପ୍ରଶାସନିକ ଅଧିକାରୀ

ଭିଓ-2

ମୁକ୍ତାକାଶ ରଙ୍ଗମଞ୍ଚରେ ଦେଶ ବିଦେଶରୁ ବହୁ ସଂଖ୍ୟକ କଳାକାର ଯୋଗଦେଇ ସେମାନଙ୍କ କଳାକୃତି ପ୍ରଦର୍ଶନ କରୁଛନ୍ତି । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି କୋଣାର୍କ । ସେପଟେ ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତିକ ବାଲୁକା କଳା ବି ଅନୁଷ୍ଠିତ ହୋଇଛି  l ଏଥିରେ ଦେଶ  ବିଦେଶର ବହୁ ବାଲୁକା ଶିଳ୍ପୀ ମାନେ ଯୋଗଦେଇ ନିଜର ବାଲୁକା କଳାର ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖିବା ପାଇଁ ପ୍ରବଳ ମାତ୍ରାରେ ଭିଡ ଦେଖିବାକୁ ମିଳୁଛି ।

ବାଇଟ- ନୃତ୍ୟଶିଳ୍ପୀ

ବାଇଟ- ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ

ଫାଭିଓ-

ପ୍ରତିବର୍ଷ କୋଣାର୍କ ମହୋତ୍ସବରେ ଦେଖିବାକୁ ମିଳିଥାଏ ଅନେକ ପରମ୍ପରାର ଝଲକ । ଝିଲିମିଲି  ଆଲୁଅରେ ନୃତ୍ୟ ପରିବେଷଣ କରି ନିଜକୁ ଗର୍ବିତ ଅନୁଭବ କରୁଥିବା କଳାକାର ଓ ହାତର ଯାଦୁରେ ଜୀବନ୍ତ ରୂପ ଦେଉଥିବା ଶିଳ୍ପୀ ଏହି ଦିନକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି । ତେବେ ଏହି ମୁକ୍ତାକାଶ ରଙ୍ଗମଞ୍ଚର ଗୁରୁବାର ଉଦଯାପନୀ ହେବ।

ବ୍ୟୁରୋ ସହ ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Conclusion:
Last Updated : Dec 4, 2019, 3:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.