ETV Bharat / city

ଜଗନ୍ନାଥଙ୍କୁ ଦର୍ଶନ କଲେ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ

ଓଡିଶା ଆସୁଆସୁ ପୁରୀ ଗସ୍ତରେ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ । ଜଗନ୍ନାଥଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ।

author img

By

Published : Jun 8, 2019, 12:33 PM IST

Updated : Jun 8, 2019, 6:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଓଡିଶା ଫେରିବା ପରେ ପୁରୀ ଗସ୍ତରେ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ତାଙ୍କ ସହ ଦଳର ନବ ନିର୍ବାଚିତ ସାଂସଦ ଓ ବିଧାୟକ ମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଜି ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସିଧାସଳଖ ପୁରୀ ଅଭିମୁଖେ ଯାଇଥିଲେ । । ସାଥିରେ ଥିଲେ ଦଳୀୟ ସାଂସଦ, ବିଧାୟକ, ଦଳର ପ୍ରବକ୍ତା ସମ୍ବିତ ପାତ୍ର ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ଜଗନ୍ନାଥଙ୍କ ଦର୍ଶନ କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ନବନିର୍ବାଚିତ ବିଧାୟକ ଓ ସାଂସଦ ।

ମୋଦିଙ୍କ ଦ୍ବିତୀୟ ଇନିଂସରେ ମନ୍ତ୍ରୀ ଭାବରେ ଦାୟିତ୍ବ ନେବା ପରେ ପ୍ରଥମଥର ପାଇଁ ଓଡିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ପୁରୀରେ ଜଗନ୍ନାଥ ଦର୍ଶନ ପରେ ଫନି ସମୀକ୍ଷା ଏବଂ ଭୁବନେଶ୍ବରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସାମିଲ ହେବେ ଉଭୟେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

xcxc

Conclusion:
Last Updated : Jun 8, 2019, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.