ETV Bharat / city

'CAA ବିବାଦ ପଛରେ କଂଗ୍ରେସ ' - କଂଗ୍ରେସ

CAA ଆଇନକୁ ନେଇ ସାରା ଦେଶରେ ପ୍ରତିବାଦ କେଉଁଠି ତ ଆଉ କେଉଁଠି ସମର୍ଥନ ଦେଖିବାକୁ ମିଳିଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଧିକ ଖବର ପଢନ୍ତୁ...

'CAA ବିବାଦ କଂଗ୍ରେସ ହିଁ କରୁଛି'
'CAA ବିବାଦ କଂଗ୍ରେସ ହିଁ କରୁଛି'
author img

By

Published : Dec 31, 2019, 9:04 PM IST

ପୁରୀ: CAA ଆଇନକୁ ନେଇ ସାରା ଦେଶରେ ପ୍ରତିବାଦ କେଉଁଠି ତ ଆଉ କେଉଁଠି ସମର୍ଥନ ଦେଖିବାକୁ ମିଳିଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଏଏ ଆଇନ ପ୍ରସଙ୍ଗରେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ସେ।

'ବିବାଦ କଂଗ୍ରେସ ଦଳ ହିଁ କରୁଛି । କଂଗ୍ରେସ ୨ ଥର ପରାଜୟ ବରଣ କଲାଣି। କୌଣସି ପ୍ରସଙ୍ଗ କଂଗ୍ରେସ ହାତରେ ନାହିଁ। ସେଥିପାଇଁ ଏମିତି ବିବାଦ କଂଗ୍ରେସ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ’

'CAA ବିବାଦ କଂଗ୍ରେସ ହିଁ କରୁଛି'

ଆମର ୩ ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁଙ୍କୁ ଯଦି ଆମେ ଆଶ୍ରୟ ଦେଲେ କାହାର କ’ଣ ଆପତ୍ତି ଅଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ଯେଉଁମାନେ ଧାର୍ମିକ ଉତ୍ପୀଡନର ଶିକାର ହେଉଥିଲେ ସେମାନଙ୍କୁ ନାଗରିକତ୍ବ ସିଏଏ ଆଇନ ମାଧ୍ୟମରେ ନାଗରିକତା ପ୍ରଦାନ କରାଯିବ। ମାତ୍ର କଂଗ୍ରେସ ମୁସଲମାନ ଭାଇଭଉଣୀଙ୍କ ମନରେ ଡର ସୃଷ୍ଟି କରୁଛି। ଭୋଟ ବ୍ୟାଙ୍କ ଲାଳସାରେ କଂଗ୍ରେସ ଏପରି କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରାମଚଣ୍ଡି ମୁହାଣ ନିକଟରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉତ୍ସବରେ ସାମିଲ ହେବା ସହ ସେଠାରେ ଗୋଟିଏ ଦିନ ରାତ୍ରୀଯାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଇକୋ ରିଟ୍ରିଟ୍ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା
ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଦ୍ୱାରା ଓଡିଶାର ଅର୍ଥନୀତି, ରୋଜଗାର ବୃଦ୍ଧି ପାଇବ ଏବଂ ଓଡିଶା ପର୍ଯ୍ୟଟନର ପରିଚୟ ସାରା ବିଶ୍ୱରେ ବଡ ହେବ । ରାଜ୍ୟ ପର୍ଯ୍ୟଟନବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ସଫଳତା ଲାଭ କରୁ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାବ୍ୟକ୍ତ କରିଛନ୍ତି ।
ସେ କହିଛନ୍ତି ଯେ ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ କିଛି ବିଶେଷତା ରହିଛି ଯାହା ସବୁ ସ୍ଥାନମାନଙ୍କ
ଠାରୁ ଭିନ୍ନ ଲାଗେ । କୋଣାର୍କରେ ମେରାଇନ୍ ଡ୍ରାଇଭ୍ ରାମଚଣ୍ଡି ମୁହାଣ ନିକଟରେ ଆରମ୍ଭ ହୋଇଥିବା
ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଏହାର ପ୍ରମାଣ ବୋଲି ସେ କହିଛନ୍ତି । ଏହି ଉତ୍ସବ ଓଡିଶାର ସମୃଦ୍ଧ
ସାଂସ୍କୃତିକ ଐତିହ, ପରମ୍ପରା, ଆନନ୍ଦଦାୟକ ଭୋଜନ ଏବଂ ଉତମ ଅତିଥି ସକ୍ରାରର ପ୍ରଦର୍ଶନ କରୁଛି । ଏହି
ଉତ୍ସବ ଏକ ଭିନ୍ନ ପ୍ରକୃତି, ସଂସ୍କୃତି, ପରମ୍ପରାର ଗାଥା ଦେଉଛି ଯାହା ପର୍ଯ୍ୟଟନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଛି ।
ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଥିବା ଇକୋ ରିଟ୍ରିଟ୍ ପଦକ୍ଷେପ ପ୍ରଂଶସନୀୟ । ଧୀରେ ଧୀରେ
ଲୋକଙ୍କ ପର୍ଯ୍ୟଟନ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ବିଶେଷ ଭାବରେ ଘରୋଇ ତଥା ଦେଶ ଭିତରେ ଥିବା ପର୍ଯ୍ୟଟନ କ୍ଷେତ୍ର ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧିପାଇବାରେ ଲାଗିଛି । ଦେଶ, ବିଦେଶ ଏପରିକି ରାଜ୍ୟର ବିଭିନ୍ନ
ଅଚଳରକୁ ଲୋକମାନେ ଏହି ଉତ୍ସବକୁ ଆସି ଏହାକୁ ଉପଭୋଗ କରୁଛନ୍ତି ।
ଓଡିଶାରେ ସାଢେ ୪୦୦ ରୁ ୫୦୦ କିମି ସୁନ୍ଦର ଉପକୂଳ ବେଳାଭୂମି ମାର୍ଗ ରହିଛି । ଏହି ବେଳାଭୂମି ମାର୍ଗ
ଅର୍ଥନୀତିକୁ ପରିବର୍ତନ କରିବାର କ୍ଷମତା ରଖୁଛି । ଭାରତ ତଥା ଓଡିଶାର ଲୋକମାନେ ଏହି ମାର୍ଗର ସବୁପ୍ରକାର
ସୌନ୍ଦର୍ଯ୍ୟକୁ ଦେଖିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.