ETV Bharat / city

ବ୍ୟଞ୍ଜନ ଦ୍ଵାଦଶୀ; କୃଷ୍ଣରାଧାଙ୍କୁ ଲାଗି ହେଲା 675 ପ୍ରକାର ବ୍ୟଞ୍ଜନ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୌର ବିହାର ମାତା ମଠରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ 675 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ଅଧିକ ଖବର ପଢନ୍ତୁ...

author img

By

Published : Dec 9, 2019, 7:11 PM IST

byanjan dwadasi
ସୁଧାର ଗୃହରୁ ଅନ୍ତେବାସୀଙ୍କୁ ଫେରାର କରିଥିବା ଦୁଇ ଅଭିଯୁକ୍ତ ଗିରଫ

ପୁରୀ: ଆଜି ହେଉଛି ବ୍ୟଞ୍ଜନ ଦ୍ବାଦଶୀ । ମାର୍ଗଶୀର ମାସ ଶୁକ୍କପକ୍ଷ ଦ୍ବାଦଶୀ ତିଥିରେ ଏହାକୁ ପାଳନ କରାଯାଏ । ଏହି ଅବସରରେ ପୁରୀ ଗୌଡିୟ ବୈଷ୍ଣବ ମାନେ ନାନାପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଉକ୍ତ ବ୍ୟଞ୍ଜନ ପ୍ରଭୁ କୃଷ୍ଣଙ୍କୁ ଅର୍ପଣ କରିବା ପରେ ଭକ୍ତଙ୍କୁ ପ୍ରସାଦ ସେବନ ପାଇଁ ଦିଆଯିବାର ବିଧି ରହିଛି ।

ବ୍ୟଞ୍ଜନ ଦ୍ଵାଦଶୀ;ଗୌର ବିହାର ମାତା ମଠରେ 675 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗୌର ବିହାର ମାତା ମଠରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ 675 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ତେବେ 675 ପ୍ରକାର ବ୍ୟଞ୍ଜନ ମଧ୍ୟରେ ମିଠା, କାନିକା, ଖେଚୁଡ଼ି, ଘିଅଅନ୍ନ ଭଳି 17 ପ୍ରକାର ଅନ୍ନ ,18 ପ୍ରକାର ରସା, 15 ପ୍ରକାର ଚଟଣି , 80 ପ୍ରକାର ତରକାରୀ, 30 ପ୍ରକାର ଶାଗ ଭଳି ବ୍ୟଞ୍ଜନ ସହିତ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । 50ରୁ ଉର୍ଦ୍ଧ୍ବ ଭକ୍ତ ରବିବାର ସକାଳ 6 ଟାରୁ ପ୍ରସାଦ ପ୍ରସ୍ତୁତିରେ ଲାଗିଥିଲେ । ଏଥି ସହିତ ଓଡିଶା ,ବଙ୍ଗାଳୀ ସମେତ ବିଭିନ୍ନ ରାଜ୍ୟର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା ।

ଆଜି ଅପରାହ୍ନରେ ପ୍ରଭୁ କୃଷ୍ଣ ଓ ରାଧାଙ୍କୁ ଭୋଗ ଲାଗି ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ପ୍ରସାଦ ସେବନ କରିଥିଲେ । ଗତବର୍ଷ 651 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ବେଳେ ଚଳିତ ବର୍ଷ 675 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:byanjan dwadasi

Body:vo,, 1,,ମାର୍ଗଶିର ଶୁକ୍ଳ ଦ୍ଵାଦଶୀ ତିଥିକୁ ବ୍ୟଞ୍ଜନ ଦ୍ଵାଦଶୀ କୁହାଯାଏ। ଏହି ଅବସରରେ ପୁରୀ ଗୌଡିୟ ବୈସ୍ନବ ମାନେ ନାନା ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୂ କୃଷ୍ଣ ଙ୍କୁ ଅର୍ପଣ କରିବା ସହ ଭକ୍ତ ଙ୍କୁ ପ୍ରସାଦ ସେବନ କରାଇଛନ୍ତି। ପ୍ରତିବର୍ଷ ଭଳି ଗୌର ବିହାର ମାତା ମଠରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଛି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ 675 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଥିଲା।

ବାଇଟ1,,ଝୁନା ପ୍ରଧାନ ,, ଭକ୍ତ
ବାଇଟ2,, ସନ୍ଧ୍ୟା ରାଣୀ ସାହୁ, ଭକ୍ତ

vo2,, 675 ପ୍ରକାର ବ୍ୟଞ୍ଜନ ମଧ୍ୟରେ ମିଠା , କାନିକା,ଖେଚୁଡ଼ି, ଘିଅ ଅନ୍ନ ,ଭଳି 17 ପ୍ରକାର ଅନ୍ନ , 18 ପ୍ରକାର ରସା, 15 ପ୍ରକାର ଚଟଣି , 80 ପ୍ରକାର ତରକାରୀ, 30 ପ୍ରକାର ଶାଗ ଭଳି ବ୍ୟଞ୍ଜନ ସହିତ ବିଭି ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଥିଲା। 50 ରୁ ଅଧିକ ଭକ୍ତ ରବିବାର ସକାଳ 6 ଟା ରୁ ପ୍ରସ୍ତୁତି ରେ ଲାଗିଥିଲେ। ଏଥି ସହିତ ଓଡିଶା , ବେଙ୍ଗଲି ସମେତ ବିଭିନ୍ନ ରାଜ୍ୟର ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଥିଲା।ଆଜି ଅପରାହ୍ନ ରେ ପ୍ରଭୁ କୃଷ୍ଣ ଓ ରାଧା ଙ୍କୁ ଭୋଗ ଲାଗି ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ପ୍ରସାଦ ସେବନ କରିଥିଲେ।

ବାଇଟ3,,ମହନ୍ତ ସୁବଳ ମହାରାଜ,, ମାତା ମଠ ମହନ୍ତ

fvo,, ଗତବର୍ଷ 651 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଥିବା ବେଳେ ଚଳିତ ବର୍ଷ 675 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଥିଲା।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.