ETV Bharat / city

ଆଜି ରଥଯାତ୍ରା ପୁନର୍ବିଚାର ଶୁଣାଣି: ଉପବାସ ରଖିବେ ବିଜେପି ନେତା

ରଥଯାତ୍ରା କରିବାକୁ ଆଜି ଉପବାସ ରଖିବେ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ଥିବା ସମ୍ବିତ ପାତ୍ର । ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ ପୁନର୍ବିଚାର ଶୁଣାଣି ହେବାକୁ ଥିବାବେଳେ ସମ୍ବିତ ଉପବାସ ରଖିବେ ବୋଲି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।

ଆଜି ରଥଯାତ୍ରା ପୁନର୍ବିଚାର ଶୁଣାଣି; ଉପବାସ ରଖିବେ ବିଜେପି ନେତା

author img

By

Published : Jun 22, 2020, 8:25 AM IST

ପୁରୀ: ରଥଯାତ୍ରା କରିବାକୁ ଆଜି ଉପବାସ ରଖିବେ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ଥିବା ସମ୍ବିତ ପାତ୍ର । ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ ପୁନର୍ବିଚାର ଶୁଣାଣି ହେବାକୁ ଥିବାବେଳେ ସମ୍ବିତ ଉପବାସ ରଖିବେ ବୋଲି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।

ଏହାସହ ପୁରୀବାସୀଙ୍କୁ ମଧ୍ୟ ପ୍ରାର୍ଥନା ଓ ଉପବାସ ରଖିବାକୁ ନିବେଦନ କରିଛନ୍ତି ସମ୍ବିତ । ପ୍ରାର୍ଥନା ଓ ଉପବାସ ଦ୍ବାରା ହିଁ ବିଜୟ ହାସଲ କରିହେବ ବୋଲି କହିବା ସହ ପୁରୀବାସୀଙ୍କୁ ଏହା କରିବାକୁ ସେ କହିଛନ୍ତି ।

ଆଜି ରଥଯାତ୍ରା ପୁନର୍ବିଚାର ଶୁଣାଣି: ଉପବାସ ରଖିବେ ବିଜେପି ନେତା

ସେହିପରି ସମ୍ବିତ ସୁପ୍ରିମକୋର୍ଟରେ ମଧ୍ୟ ନିଜେ ଏକ ପିଟିସନ ଦାଖଲ କରିଛନ୍ତି । ସୂଚନାଥାଉକି, ଗତ 18 ତାରିଖ ଦିନ ସୁପ୍ରିମକୋର୍ଟ ପୁରୀରେ ଚଳିତବର୍ଷ ରଥଯାତ୍ରା ହେବ ନାହିଁ ବୋଲି ରାୟ ପ୍ରକାଶ କରିଥିଲେ । ଯାହାକୁ ନେଇ ଚାରିଆଡେ ଅସନ୍ତୋଷ ଦେଖାଦେବା ସହ ଏହାର ପୁନର୍ବିଚାର କରିବାକୁ ଅନେକ ଆବେଦନ ହୋଇଛି । ଆଜି ଏହାର ଶୁଣାଣି ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.