ETV Bharat / city

ମହାପ୍ରଭୁଙ୍କ କାର୍ଯ୍ୟ ଚାଲିଛି, ଚାଲୁ ରହିବ: ପ୍ରଣବ ପ୍ରକାଶ ଦାସ

author img

By

Published : Jun 3, 2022, 4:22 PM IST

Updated : Jun 3, 2022, 5:04 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ 5T ସଚିବ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପ୍ରଣବ-ପାଣ୍ଡିଆନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଏବଂ 5T ସଚିବ ଭିକେ ପାଣ୍ଡିଆନ । ଏଥିସହ ମହାପ୍ରଭୁଙ୍କ କାର୍ଯ୍ୟରେ ସମସ୍ତ ସହଯୋଗ କାରିବାକୁ ଆହ୍ୱାନ ଦେଇଛନ୍ତି ଉଭୟ । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ (Puri Heritage Corridor Row) ସୁପ୍ରୀମକୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, "ବିଜୟ ହୋଇଛି ଜଗନ୍ନାଥ ମହାପ୍ରଭୁଙ୍କର ।"

ମହାପ୍ରଭୁଙ୍କ କାର୍ଯ୍ୟ ଚାଲିଛି, ଚାଲୁ ରହିବ: ପ୍ରଣବ ପ୍ରକାଶ ଦାସ

ମହାପ୍ରଭୁ ତାଙ୍କ କାର୍ଯ୍ୟ ସେ ନିଜେ କରୁଛନ୍ତି । ମହାପ୍ରଭୁଙ୍କ କାର୍ଯ୍ୟ ଚାଲିଛି ଚାଲୁ ରହିବ । ଚାରି କୋଟି ଓଡିଆଙ୍କର ବିଜୟ ଓ ଜଗନ୍ନାଥ ଭକ୍ତଙ୍କ ବିଜୟ ହୋଇଛି । ଏଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରଣିପାତ ।' ସେପଟେ ପ୍ରକଳ୍ପ ହେଉଛି ଜଗନ୍ନାଥଙ୍କର ଓ ଭକ୍ତଙ୍କର । ମହାପ୍ରଭୁଙ୍କ କାର୍ଯ୍ୟ ସେ ହିଁ ନିଜେ କରୁଛନ୍ତି । ତାଙ୍କରି ଇଚ୍ଛାରେ ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି । ଆଉ ଏହି ବିଜୟ କେବଳ ମହାପ୍ରଭୁଙ୍କ ଆଶୀର୍ବାଦରୁ ହୋଇଛି । ବିରୋଧିଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ।

ଇଟିଭି ଭାରତ, ପୁରୀ

Last Updated : Jun 3, 2022, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.