ETV Bharat / city

ଦିବ୍ୟାଙ୍ଗଙ୍କ ପାଇଁ ପୁରୀରେ ଗଡିଲା ସଚେତନତା ରଥ - ସଚେତନ ରଥ

ପୁରୀରେ ଉଦଘାଟିତ ହେଲା ସଚେତନତା ରଥ । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଭୋଟ ଦେବା ଉଦେଶ୍ୟରେ ଏହି ସଚେତନତା ରଥ ଉଦଘାଟିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Apr 6, 2019, 3:12 AM IST

ପୁରୀ: ପୁରୀରେ ଉଦଘାଟିତ ହେଲା ସଚେତନତା ରଥ । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଭୋଟ ଦେବା ଉଦେଶ୍ୟରେ ଏହି ସଚେତନତା ରଥ ଉଦଘାଟିତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ଜିଲ୍ଲାର 6ଟି ନିର୍ବାଚନ ମଣ୍ଡଳୀର 20 ହଜାର ଦିବ୍ୟାଙ୍ଗ ଭୋଟର ଚିହ୍ନଟ ହୋଇଛନ୍ତି । ଦିବ୍ୟାଙ୍ଗଙ୍କୁ ମଧ୍ୟ ଦେଶ ଗଠନରେ ଭାଗ ନେବା ସହ ଭୋଟ ଦେବା ପାଇଁ ସଚେତନ କରାଯିବ। ବିଶେଷ କରି ବୁଥ ଗୁଡିକରେ ଦିବ୍ୟାଙ୍ଗଙ୍କ ପାଇଁ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ ପ୍ରଚାର କରାଯିବ ।

ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଏହି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.