ETV Bharat / city

ମଦ-ବ୍ରାଉନସୁଗାର ଜବତ, 4 ଗିରଫ

ମଦ ଓ ବ୍ରାଉନସୁଗାର ଜବତ ଏବଂ 4 ଜଣ ଗିରଫ । ପୁରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ରାଉନସୁଗାର ସମେତ ବେଆଇନ ମଦ ଜବତ କରିଛି । ଅଧିକ ପଢନ୍ତୁ...

Alcohol-brown sugar sized, 4 arrested
ମଦ-ବ୍ରାଉନ ସୁଗାର ଜବତ, 4 ଗିରଫ
author img

By

Published : Sep 26, 2020, 10:08 PM IST

ପୁରୀ: ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ବ୍ରାଉନସୁଗାର ସମେତ ବେଆଇନ ମଦ ଜବତ କରିଛି । ଏହି ଘଟଣାରେ 3 ଜଣ ଗିରଫ ହୋଇଥିବାବେଳେ ସେଥିମଧ୍ୟରୁ 2 ଜଣ ମହିଳା ଅଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଖଣ୍ଡିଆ ବନ୍ଧର ନୃସିଂହ ମଲିକ, ଗୋଖା ସାହିର ଜୟନ୍ତୀ ଭୋଇ, ନରେନ୍ଦ୍ର କୋଣ ଅଞ୍ଚଳର ସନ୍ତୋସୀ ନାୟକ । ଅଭିଯୁକ୍ତଙ୍କ ଠାରୁ ନଗଦ 5100 ଟଙ୍କା, ଗୋଟିଏ ମୋବାଇଲ, ଏକ ବାଇକ ସମେତ 15 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି ।

Alcohol-brown sugar sized, 4 arrested
ମଦ-ବ୍ରାଉନ ସୁଗାର ଜବତ, 4 ଗିରଫ

ଅନ୍ୟ ପଟେ ପୁରୀର କୃଷ୍ଣ ପ୍ରସାଦ ଥାନା ଅଧିନ ଟିଟିପୋ ଗ୍ରାମର ଟୁକୁ ପଳେଇକୁ ପୋଲିସ ବେଆଇନ ମଦ କାରବାରରେ ଗିରଫ କରିଛି । ପୋଲିସର ସୂଚନା ଅନୁଯାୟୀ ଏକ ଇଣ୍ଡିଗୋ କାରରେ ଅଭିଯୁକ୍ତ ଜଣକ ଦୀର୍ଘ ଦିନ ହେବ ବେଆଇନ ମଦ କାରବାର କରୁଥିଲେ ।

Alcohol-brown sugar sized, 4 arrested
ମଦ-ବ୍ରାଉନ ସୁଗାର ଜବତ, 4 ଗିରଫ

ଖବର ପାଇ ପୋଲିସ ଚଢ଼ାଉ କରି 80 ଲିଟର ମଦ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ ସମେତ କାରଟିକୁ ମଧ୍ୟ ଜବତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.