ETV Bharat / city

ପ୍ରସିଦ୍ଧ ସାହିଯାତକୁ ନେଇ ବୈଠକ: ପ୍ରତ୍ୟେକ ସାହିକୁ ମିଳିବ ଲକ୍ଷ ଟଙ୍କା ପ୍ରୋତ୍ସ‍ାହନ ରାଶି - ପୁରୀର ପ୍ରସିଦ୍ଧ ସାହିଯାତ ନେଇ ବୈଠକ

ପୁରୀର ପ୍ରସିଦ୍ଧ ସାହିଯାତ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ତେବେ ପ୍ରତ୍ୟେକ ସାହିକୁ ଏକ ଲକ୍ଷ ଟଙ୍କା ପ୍ରୋତ୍ସ‍ାହନ ରାଶି ପ୍ରଦାନ ନେଇ ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ପୁରୀର ପ୍ରସିଦ୍ଧ ସାହିଯାତ ନେଇ ବୈଠକ,  ପ୍ରତ୍ୟେକ ସାହିକୁ ଲକ୍ଷ ଟଙ୍କା ପ୍ରୋତ୍ସ‍ହନ ରାଶି ଦିଆଯିବ

author img

By

Published : Apr 1, 2022, 10:27 AM IST

ପୁରୀ: ପୁରୀର ପ୍ରସିଦ୍ଧ ସାହିଯାତ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ତେବେ ପ୍ରତ୍ୟେକ ସାହିକୁ ଏକ ଲକ୍ଷ ଟଙ୍କା ପ୍ରୋତ୍ସ‍ହନ ରାଶି ପ୍ରଦାନ ନେଇ ବୈଠକରେ ନିଷ୍ପତ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସାହିଯାତ ପ୍ରସ୍ତୁତି ବୈଠକ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ତେବେ ଆସନ୍ତା ମାସ ୧୦ରୁ ୨୪ ତାରିଖ ମଧ୍ୟରେ ସାହିଯାତ ଅନୁଷ୍ଠିତ ହେବ । ପ୍ରତ୍ୟେକ ସାହିକୁ ଯାତ ପାଇଁ ଏକ ଲକ୍ଷ ଟଙ୍କା ପ୍ରୋତ୍ସ‍ହନ ମୂଳକ ରାଶି ପ୍ରଦାନ କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏହା ପୂର୍ବରୁ ସଂପୃକ୍ତ ରାସ୍ତା ମରାମତି ଓ ଆଲୋକୀକରଣ ଲାଗି ପୌର ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀର ପ୍ରସିଦ୍ଧ ସାହିଯାତ ନେଇ ବୈଠକ, ପ୍ରତ୍ୟେକ ସାହିକୁ ଲକ୍ଷ ଟଙ୍କା ପ୍ରୋତ୍ସ‍ହନ ରାଶି ଦିଆଯିବ

ସେହିପରି ଆଇନଶୃଙ୍ଖଳା ପାଇଁ ଆବଶ୍ୟକୀୟ ପୋଲିସ ମୁତୟନ କରାଯିବ । ପାରସ୍ପରିକ ସହଯୋଗ ଲାଗି ୮ ସାହି ଆଖଡାର ମୁରବୀଙ୍କୁ ନେଇ କମିଟି ଗଠନ କରାଯିବ । ସଂପୃକ୍ତ ସାହି ଗୁଡିକ ଆଜି ରୁଟ ଚାଟ ପ୍ରଦାନ କରିବେ । ମେଢ ବାହାର କରିବା ପାଇଁ ସମୟ ନିର୍ଘଣ୍ଟ କରାଯିବ । ଅନ୍ୟପଟେ ଆଜିର ଏହି ବୈଠକ ଉପ ଜିଲ୍ଲାପାଳ ଭବତାରଣ ସାହୁ ପରିଚାଳନା କରିବା ସହ ପୌର ସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଡିଆଇବି ଇନିସପେକ୍ଟର ଗାୟତ୍ରୀ ମିଶ୍ର, ୮ ସାହି ଆଖଡା ମୁରବି ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.