ETV Bharat / city

6 ଜଣିଆ ଡ଼କାୟତି ଗ୍ୟାଙ୍ଗ ଗିରଫ, ପୋଲିସ ତଦନ୍ତ ଜାରି - ପୁରୀ ଖବର

ଅପରାଧୀଙ୍କ ଉପରେ ପୁରୀ ପୋଲିସ କାର୍ଯ୍ୟନୁଷ୍ଠାନ ଜାରି ରଖିଛି । ପୁରୀ କୁମ୍ଭାର ପଡା ଥାନା ପୋଲିସ ଡକାୟତି ଯୋଜନା କରୁଥିବା 6 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଅଧିକ ଖବର ପଢନ୍ତୁ...

6 ଜଣିଆ ଡ଼କାୟତୀ ଗ୍ୟାଙ୍ଗ ଗିରଫ, ପୋଲିସ ତଦନ୍ତ ଜାରି

author img

By

Published : Nov 14, 2020, 11:07 AM IST

Updated : Nov 14, 2020, 1:40 PM IST

ପୁରୀ: ଅପରାଧୀଙ୍କ ଉପରେ ପୁରୀ ପୋଲିସ କାର୍ଯ୍ୟନୁଷ୍ଠାନ ଜାରି ରଖିଛି । ପୁରୀ କୁମ୍ଭାର ପଡା ଥାନା ପୋଲିସ ଡକାୟତି ଯୋଜନା କରୁଥିବା 6 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ପାଖରୁ ଖଣ୍ଡା, ଲୁହା ରଡ଼ ଓ ଅଫୁଟା ବୋମା ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରଖ ହରି ସ୍ବାଇଁ , ବାବୁ ପ୍ରଧାନ , କାବୁ ପ୍ରଧାନ , ସୟାମତ ଖାଁ , ଭାଗୀ ରଥୀ , କିଷନ ସାହା ।

6 ଜଣିଆ ଡ଼କାୟତୀ ଗ୍ୟାଙ୍ଗ ଗିରଫ, ପୋଲିସ ତଦନ୍ତ ଜାରି
6 ଜଣିଆ ଡ଼କାୟତୀ ଗ୍ୟାଙ୍ଗ ଗିରଫ, ପୋଲିସ ତଦନ୍ତ ଜାରି
6 ଜଣିଆ ଡ଼କାୟତି ଗ୍ୟାଙ୍ଗ ଗିରଫ, ପୋଲିସ ତଦନ୍ତ ଜାରି

ଏମାନେ ଆଶ୍ରମ ଛକ ମୁକ୍ତେଶ୍ଵର ମନ୍ଦିର ପାଖରେ ବସି ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ଏନେଇ ଖବର ମିଳିବା ପରେ କୁମ୍ଭାର ପଡା ପୋଲିସ ଚଢ଼ାଉ କରି 6 ଜଣ ଡ଼କାୟତଙ୍କୁ ଗିରଫ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Nov 14, 2020, 1:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.