ETV Bharat / city

World Taekwondo Championships: 22ରୁ ପ୍ରତିଯୋଗିତା, ପିପିଲିରୁ ଭାଗ ନେବେ 11 ପ୍ରତିଯୋଗୀ

author img

By

Published : Dec 18, 2021, 7:23 AM IST

ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ପୁରୀ ପିପିଲି ଅଞ୍ଚଳର କ୍ରୀଡ଼ାବିତ୍‌ । ତାଇକୋଣ୍ଡୋର ୧୧ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେବେ । ଅଧିକ ପଢ଼ନ୍ତୁ

୨୨ରୁ ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା, ଭାଗ ନେବେ ପିିପିଲିର ୧୧ ଜଣ ଖେଳାଳି

ପୁରୀ: ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ପୁରୀ ପିପିଲି ଅଞ୍ଚଳର କ୍ରୀଡ଼ାବିତ୍‌ । ତାଇକୋଣ୍ଡୋର ୧୧ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେବେ । କୋଭିଡ କଟକଣା ଯୋଗୁଁ ଭର୍ଚୁଆଲ ମାଧ୍ୟମରେରେ ଏହି ପ୍ରତିଯୋଗିତା ଆୟୋଜନ ହେବ ।

ଏହି ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ପ୍ରାୟ ୧୫ଟି ଦେଶର ପ୍ରତିଯୋଗୀମାନେ ଭାଗ ନେବେ । ଥାଇଲାଣ୍ଡରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପିପିଲି ଟିମ ତାଇକୋଣ୍ଡୋ ପ୍ରତିଯୋଗୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ସେପଟେ ପ୍ରଥମ ଥର ପାଇଁ ଏଭଳି ଏକ ଇଭେଣ୍ଟ ପାଇଁ ମନୋନୀତ ହୋଇଥିବରୁ ଉତ୍ସାହିତ ଅଛନ୍ତି ଖେଳାଳି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.