ETV Bharat / city

ବିଜେପି ପାଳିଲା ବିଜୟ ଉତ୍ସବ - won

କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ବିଜେପି ଏକ ମାତ୍ର ଆସନ ଜିତିବାରେ ସଫଳ ହୋଇଛି । ଏନେଇ ବିଜେପି ପକ୍ଷରୁ ବିଜୟୀ ଉତ୍ସବ ପାଳୁଛନ୍ତି ।ସ୍ଥାନୀୟ ପୁରୁଣା ସହର ଠାରୁ ଶତାଧିକ କର୍ମୀଙ୍କ ଗ୍ରହଣରେ ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା.କେନ୍ଦୁଝର
author img

By

Published : May 24, 2019, 11:27 PM IST

Updated : May 24, 2019, 11:33 PM IST

କେନ୍ଦୁଝର : ସରିଲା ନିର୍ବାଚନ ସମର । ଗୁରୁବାର ଭୋଟ ଗଣତି ପରେ ନିର୍ବାଚିତ ପ୍ରତିନିଧି ମାନେ ଏବେ ବିଜୟ ଉଲ୍ଲାସରେ ବ୍ୟସ୍ତ । କେନ୍ଦୁଝର ଜିଲ୍ଲାରେ ଶାସକ ବିଜେଡି ୫ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ବିଜୟୀ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା.କେନ୍ଦୁଝର

କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ବିଜେପି ଏକ ମାତ୍ର ଆସନ ଜିତିବାରେ ସଫଳ ହୋଇଛି । ଏହି ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଏହା ସତ୍ତ୍ବେ ବିଜେପିର ମୋହନ ଚରଣ ମାଝୀ ପ୍ରତିଦ୍ବନ୍ଦୀ ଶାସକ ବିଜେଡିର ମାଧବ ସର୍ଦ୍ଦାରଙ୍କୁ ଏକ ହଜାର ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି ।

ଜିତିବା ପରେ ବଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ସ୍ଥାନୀୟ ପୁରୁଣା ସହର ଠାରୁ ଶତାଧିକ କର୍ମୀଙ୍କ ଗ୍ରହଣରେ ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ବିଜୟ ପରେ କେନ୍ଦୁଝରର ସମସ୍ତ ବିକାଶ କରିବା ଲକ୍ଷ ବୋଲି ମୋହନ ମାଝୀ ପ୍ରକାଶ କରିଛନ୍ତି।

କେନ୍ଦୁଝରରରୁ ସନ୍ତୋଷ ମହାପାତ୍ର ,ଇଟିଭି ଭାରତ

ସ୍ଲଗ :-ବ୍ରହ୍ମପୁର ସହରକୁ ରାଜ୍ୟର ସର୍ବଶ୍ରେଷ୍ଠ ସହର କରିବା ମୋର ଲକ୍ଷ୍ୟ-ବିଜୟୀ ବିଧାୟକ ବିକ୍ରମ ପଣ୍ଡା .....
ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ୱାନ୍ ଟୁ ୱାନ୍,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    : ୨୪-୦୫-୧୯. :(ଭିଜୁଆଲ ମୋଜୋ  ରେ ଯାଇଛି.)
 (ଆଙ୍କର):- ଚଳିତ ସାଧାରଣ ନିର୍ବାଚନ ରେ ବ୍ରହ୍ମପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେଡି ଦଳର ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା । ନିଜର ନିକଟତମ ପ୍ରତିଦ୍ୱନ୍ଦି  କାହ୍ନୁ ଚରଣ ପତି ଙ୍କ ଠାରୁ ୩୫ହଜାର ୪୮୪ ଙ୍କ ଠାରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି  ।ବ୍ରହ୍ମପୁର ରେ ବିଜେଡି ଦଳ ୬୮୧୧୩ ଟି ଭୋଟ ପାଇଥିବା ବେଳେ ବିଜେପି ୩୨୬୨୯ ଭୋଟ ପାଇଛନ୍ତି । ବ୍ରହ୍ମପୁରର ବିକାଶ ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନେଇଥିବା ପୂର୍ବରୁ ଘୋଷଣା କରିଥିବା ବେଳେ ବ୍ରହ୍ମପୁର ରୁ ନୂତନ ବିଧାୟକ ଭାବରେ ବିଜୟୀ ହୋଇଥିବା ବିକ୍ରମ ପଣ୍ଡା ଙ୍କ କିଭଳି ରହିବ ସହରର ବିକାଶ ପାଇଁ କାର୍ଯ୍ୟ,ବିଜୟର ଶ୍ରେୟ ସେ କାହାକୁ ଦେବେ ଏଭଳି ବିଷୟରେ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ...  
ୱାନ୍ ଟୁ ୱାନ୍-
Last Updated : May 24, 2019, 11:33 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.