ETV Bharat / city

ମିଠା ଦୋକାନରୁ 5ଶିଶୁ ଶ୍ରମିକ ଉଦ୍ଧାର

ଘସିପୁରା ପୋଲିସ ଚଢ଼ାଉ କରି ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଆନନ୍ଦପୁର ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଆନନ୍ଦପୁର
author img

By

Published : Aug 20, 2019, 12:01 PM IST

ଆନନ୍ଦପୁର: ମିଠା ଦୋକାନରୁ ଶିଶୁ ଶ୍ରମିକ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଘସିପୁରାର ବାବାଜୀ ସାହୁ ମିଠା ଦୋକାନରୁ ଏହି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଘସିପୁରା ପୋଲିସ ଚଢ଼ାଉ କରି ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଆନନ୍ଦପୁର ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି ।

ସୋମବାର ଘସିପୁରାର ଉକ୍ତ ମିଠା ଦୋକାନରେ ଶିଶୁ ଶ୍ରମିକ କାମ କରୁଥିବା ଖବରପାଇ ମିଠା ପ୍ରସ୍ତୁତି ଘରେ ପୋଲିସ ଚଢ଼ାଉ କରିଥିଲା । ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କ ବୟସ ୧୨ରୁ ୧୫ ବର୍ଷ ହେବ ବୋଲି ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଆନନ୍ଦପୁର

ଏହି ସମସ୍ତ ଶିଶୁ ଶ୍ରମିକଙ୍କ ଘର କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କଲଣ୍ଡା ଗ୍ରାମରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଏମାନଙ୍କୁ ଉଦ୍ଧାର କରି ସୋମବାର ବିଳମ୍ବିତ ରାତିରେ ଆନନ୍ଦପୁର ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିବା ସହ ତଦନ୍ତ ଜାରି ରଖିଛି ।

ଆନନ୍ଦପୁର ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର- କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୋରପରିଷଦ ଘସିପୁରା ର ବାବାଜୀ ସାହୁ ମିଠା ଦୋକାନରେ ଘସିପୁରା ପୋଲିସ ଚଢ଼ାଉ କରି ୫ ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରି ଆନନ୍ଦପୁର ଚାଇଲ୍ଡ ଲାଇନ କୁ ହସ୍ତାନ୍ତର କରିଛି । ଗତକାଲି ଘସିପୁରା ଉକ୍ତ ମିଠା ଦୋକାନରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ମିଠା ପ୍ରସ୍ତୁତି ଘରେ ଚଢ଼ାଉ କରିଥିଲା । ସେଠାରୁ ୧୨ରୁ ୧୫ ବର୍ଷ ବୟସର ୫ ଜଣ ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରି ବିଳମ୍ବିତ ରାତିରେ ଆନନ୍ଦପୁର ଚାଇଲ୍ଡ ଲାଇନ କୁ ହସ୍ତାନ୍ତର କରିଛି । ଏହି ଶିଶୁ ଶ୍ରମିକ ମାନଙ୍କ ଘର କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କଲଣ୍ଡା ଗ୍ରାମ ରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.