ETV Bharat / city

ମହାନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ପୁଣି ମହାନଦୀକୁ ଡେଇଁ ଯୁବକ ନିଖୋଜ । କଟକ ମହାନଦୀର ଚହଟା ଘାଟରେ ଜଣେ ଯୁବକ ଡେଇଁ ପଡ଼ିଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢ଼ନ୍ତୁ

author img

By

Published : Sep 12, 2022, 1:48 PM IST

Updated : Sep 12, 2022, 1:55 PM IST

youngman jumped into the river in cuttack
ମହାନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କଟକ: ମହାନଦୀକୁ ଡେଇଁ ଯୁବକ ନିଖୋଜ । କଟକ ମହାନଦୀର ଚହଟା ଘାଟରେ ଜଣେ ଯୁବକ ଡେଇଁ ପଡ଼ିଥିବା ଜଣାପଡ଼ିଛି । ଯୁବକ ଜଣକ ଚାନ୍ଦିନଚୌକ ଅଞ୍ଚଳର 31 ବର୍ଷୀୟ ଧନଞ୍ଜୟ ପଣ୍ଡା ହୋଇଥିବା ଜଣାପଡ଼ିଛି । ଆଜି ଭୋର 5ଟା ବେଳେ ସେ ନଦୀକୁ ଡେଇଁ ପଡ଼ିଥିଲେ । ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି ରହିଛି । ତେବେ ଯୁବକ ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଜଣାପଡୁଛି । ନିଜ ପରିବାର ହ୍ବାଟ୍ସଆପ ଗ୍ରୁପରେ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଲେଖିଥିବା କୁହାଯାଇଛି ।

ମହାନଦୀକୁ ଡେଇଁ ଯୁବକ ନିଖୋଜ

ଇଟିଭି ଭାରତ, କଟକ

Last Updated : Sep 12, 2022, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.