ETV Bharat / city

କାଠଯୋଡ଼ିରେ ଭାସୁଛି କାହାର ମୃତଦେହ ?

author img

By

Published : Aug 5, 2022, 8:35 AM IST

କାଠଯୋଡିରେ ଭାସୁଛି ଅଜଣା ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

unknown dead body recovered from kathajodi
କାଠଯୋଡ଼ିରେ ଭାସିଲା ଅଜଣା ମୃତଦେହ

କଟକ: କାଠଯୋଡି ନଦୀରେ ଭାସୁଛି ମୃତଦେହ । ଖାନ ନଗର ନିକଟରେ ଥିବା ମଞ୍ଜୁଲତା ସ୍ବାସ୍ଥ୍ୟ କେନ୍ଦ୍ର ସାମ୍ନାରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ କେଉଁ ଠାର ବୋଲି ଏ ପର୍ଯ୍ୟନ୍ତ କୌଣସି ଖବର ମିଳିପାରି ନାହିଁ । ସେପଟେ ବ୍ୟକ୍ତି ଜଣଙ୍କୁ କିଏ ହତ୍ୟା କରିଛି ନା ନିଜେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.