ETV Bharat / city

Kuakhai Tragedy: ମିଳିଲା 2 ନାବାଳକଙ୍କ ମୃତଦେହ

author img

By

Published : Sep 1, 2022, 9:30 AM IST

କୁଆଖାଇ ନଦୀରେ ଗାଧୋଇବା ବେଳେ ଦୁଇ ନାବାଳକ ଭାସିଯିବା ଘଟଣା । 2 ଜଣଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଅଧିକ ପଢନ୍ତୁ

Kuakhai Tragedy: ଜଣଙ୍କ ମୃତଦେହ ଉଦ୍ଧାର ,ଅନ୍ୟ ଜଣେ ଏବେବି ନିଖୋଜ

କଟକ: କୁଆଖାଇ ନଦୀରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ଦୁଇ ନାବାଳକ । ବୁଧବାର ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ନିଖୋଜ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଓ ଅଗ୍ନିଶମ ବିଭାଗ । ଜଣେ ମୃତକ ରୀତୁ ରଞ୍ଜନ ମାଧୀ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-କୁଆଖାଇ ଟ୍ରାଜେଡି: ଗାଧୋଇବା ହେଲା କାଳ, ଭାସିଗଲେ ଦୁଇ ନାବାଳକ

Kuakhai Tragedy: ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଭୁବନେଶ୍ୱର ପଟିଆ ଅଞ୍ଚଳର 5ଜଣ ଯୁବକ କଟକ ପ୍ରତାପନଗରୀ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ 2ଜଣ ନାବାଳକ ପାଣି ସୁଅରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ଏନେଇ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର 2 ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ତେବେ ଜଣଙ୍କ ମୃତଦେହ ଗତକାଲି ରାତିରେ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଅନ୍ୟ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.