ETV Bharat / city

ଟ୍ରକ ଧକ୍କାରେ ଛାତ୍ରୀ ମୃତ

author img

By

Published : Sep 5, 2019, 3:21 PM IST

ସଡ଼କ ଦୁର୍ଘଟଣାରେ ଚାଲିଗଲା ନିରୀହ ଛାତ୍ରୀର ପ୍ରାଣ । କଲେଜରୁ ଆସୁଥିବା ବେଳେ ସ୍କୁଟି ଉପରେ ମାଡିଯାଇଥିଲା ଟ୍ରକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ସମ୍ନାରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ସ୍କୁଟି ଚଳାଉଥିବା ନିରୀହ ଛାତ୍ରୀଙ୍କ ମୃତ୍ୟୁ।

ମୃତ ଛାତ୍ରୀ ଚୌଦ୍ବାରର ରମେଶ ଚନ୍ଦ୍ର ଚୌଧୁରୀଙ୍କ ଝିଅ ଅନ୍ନପୂର୍ଣ୍ଣା ଚୌଧୁରୀ ବୋଲି ଜଣାପଡିଛି। ସେ +3 ତୃତୀୟ ବର୍ଷ ଅର୍ଥନୀତି ବିଭାଗର ଛାତ୍ରୀ । କଲେଜ କ୍ଲାସ ପାଇଁ ଆସୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ତେବେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

Intro:କଟକ: ସଡ଼କ ଦୁର୍ଘଟଣାରେ ଗଲା ନିରୀହ ଛାତ୍ର ପ୍ରାଣ । ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ନା ରେ ଘଟିଛି ଏହି ଅଭାବନୀୟ ଘଟଣା । ସଡ଼କ ଦୁର୍ଘଟଣା ରେ ଏକ ଛାତ୍ର ର ମୃତ୍ୟ ଘଟିଛି । କ୍ଲାସ ସାରି ଫେରୁଥିବା ବେଳେ ଘଟିଛି ଏହି ଅଘଟଣ । ତେବେ ମୃତ ଛାତ୍ର ଜଣକ ର ପରିଚୟ ଵର୍ତମାନ ସୁଦ୍ଧା ମିଳିନଥିଲେ ସୁଦ୍ଧା ସେ ଅର୍ଥନୀତି ବିଭାଗ ର ବୋଲି ଜଣାପଡିଛି । ତେବେ ଘଟଣା ସ୍ତଲରେ ଚାପା ଉତେଜନା ଦେଖାଦେଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଧାର କରିଛି । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.