ETV Bharat / city

ଲାଞ୍ଚୁଆ ବାଲିଅନ୍ତା ତହସିଲଦାରଙ୍କୁ ହାଇକୋର୍ଟରୁ ଜାମିନ

author img

By

Published : Jun 11, 2020, 9:52 PM IST

ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଥିବା ବାଲିଅନ୍ତା ତହସିଲଦାରଙ୍କୁ ମିଳିଛି ଜାମିନ । ଗୁରୁବାର ହାଇକୋର୍ଟରେ ତାଙ୍କ ଜାମିନ ମଞ୍ଜୁର ହୋଇଥିବା ଜଣା ପଡିଛି ।

balianta tehsildar arrested in bribe case, cuttack latest news, balianta tehsildar case in highcourt, bail to balianta tehsildar served in highcourt, ଲାଞ୍ଚୁଆ ବାଲିଅନ୍ତା ତହସିଲଦାର, କଟକ ଲାଟେଷ୍ଟ ନ୍ୟୁଜ୍‌, ହାଇକୋର୍ଟରେ ବାଲିଅନ୍ତା ତହସିଲଦାର ମାମଲା, ହାଇକୋର୍ଟରେ ବାଲିଅନ୍ତା ତହସିଲଦାରଙ୍କୁ ଜାମିନ
ଲାଞ୍ଚୁଆ ବାଲିଅନ୍ତା ତହସିଲଦାରଙ୍କୁ ହାଇକୋର୍ଟରେ ଜାମିନ

କଟକ: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଥିବା ବାଲିଅନ୍ତା ତହସିଲଦାରଙ୍କୁ ମିଳିଛି ଜାମିନ । ଗୁରୁବାର ହାଇକୋର୍ଟରେ ତାଙ୍କ ଜାମିନ ମଞ୍ଜୁର ହୋଇଥିବା ଜଣାପଡିଛି । ନିମ୍ନ ଅଦାଲତ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ଗୁରୁବାର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ କି ଲାଞ୍ଚ ନେବା ଅଭିଯୋଗରେ ଗତ 4 ତାରିଖରେ ବାଲିଅନ୍ତା ତହସିଲଦାରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ନିମ୍ନ ଅଦାଲତରେ ଜାମିନ ଖାରଜ ହେବାରୁ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଯାହାର ଗୁରୁବାର ଶୁଣାଣି ପରେ ତାଙ୍କ ଜାମିନ ମଞ୍ଜୁର କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.