ETV Bharat / city

ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଯିବାକୁ ବାଧ୍ୟତାମୂଳକ କଲା ଶିକ୍ଷା ବିଭାଗ

author img

By

Published : Jul 6, 2021, 7:11 PM IST

ଆଜି(ମଙ୍ଗଳବାର)ଠୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଶିକ୍ଷକଶିକ୍ଷୟିତ୍ରୀ ଯିବା ବାଧ୍ୟତାମୂଳକ କରିଛି ଉଚ୍ଚଶିକ୍ଷା ବିଭାଗ । ଅଧିକ ପଢନ୍ତୁ...

ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଯିବା ବାଧ୍ୟତାମୂଳକ କଲା ଶିକ୍ଷା ବିଭାଗ

କଟକ: ଆଜି(ମଙ୍ଗଳବାର)ଠାରୁ ରାଜ୍ୟର କଲେଜ ଓ ବିଶ୍ବବିଦ୍ୟାଳୟଗୁଡିକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାନୁଷ୍ଠାନ ଯିବାକୁ ବାଧ୍ୟତାମୂଳକ । ଏନେଇ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କୋଭିଡ କଟକଣା ମାନି ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ । ଏହି କ୍ରମରେ ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ମଧ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଶ୍ବ ବିଦ୍ୟାଳୟରେ ଯୋଗ ଦେଇଥିଲେ । ନିଜ ନିଜ ବିଭାଗରେ କୋଭିଡ କଟକଣା ମାନି ଛାତ୍ରଛାତ୍ରୀଙ୍କୁ ଅନଲାଇନ ଯୋଗେ ପାଠ ପଢ଼ାଇବେ । ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ କୋଭିଡ କଟକଣା ମାନିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏ ନେଇ ବିଶ୍ବ ବିଦ୍ୟାଳୟର କୁଳସଚିବ କହିଛନ୍ତି । ସେହିପରି କୋରୋନା ସମୟରେ ମନରେ ଭୟ ଥିଲେ ବି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କ୍ଳାସ କରାଯିବ ବୋଲି ଅଧ୍ୟାପକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.