ETV Bharat / city

ଏସସିବିରେ ବ୍ୟାପକ ହେବ ଭ୍ୟାକ୍ସିନେସନ - ଏସସିବି

ଏସସିବି ବଡ଼ ମେଡିକାଲରେ ମଧ୍ୟ ଟିକା ପହଞ୍ଚି ସାରିଛି । ଏଣୁ ଟୀକାକରଣକୁ ବ୍ୟାପକ କରିବା ପାଇଁ ଦିନକୁ 1500 ଲେଖାଏଁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛି ଏସସିବି ମେଡିକାଲ । ଅଧିକ ପଢନ୍ତୁ...

ଏସସିବିରେ ବ୍ୟାପକ ହେବ ଭ୍ୟାକ୍ସିନେସନ
ଏସସିବିରେ ବ୍ୟାପକ ହେବ ଭ୍ୟାକ୍ସିନେସନ
author img

By

Published : Apr 11, 2021, 6:21 PM IST

କଟକ: ରାଜ୍ୟରେ ଟିକାର ଅଭାବ ଦେଖା ଦେଇଥିଲା । ଶନିବାର କେନ୍ଦ୍ର ପୁଣି 2 ଲକ୍ଷ 50 ହଜାର କୋଭିସିଲଡ଼ ଟିକା ପ୍ରଦାନ କରିଛି । ଏହାରି ମଧ୍ୟରେ ଏସସିବି ବଡ଼ ମେଡିକାଲରେ ମଧ୍ୟ ଟିକା ପହଞ୍ଚି ସାରିଛି । ଏଣୁ ଟୀକାକରଣକୁ ବ୍ୟାପକତା କରିବା ପାଇଁ ଦିନକୁ 1500 ଲେଖାଏଁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛି ଏସସିବି ମେଡିକାଲ ।

ଏସସିବିରେ ବ୍ୟାପକ ହେବ ଭ୍ୟାକ୍ସିନେସନ

କଟକରେ ମଧ୍ୟ କୋରୋନା ସ୍ଥିତି ଦିନକୁ ଦିନ ଜଟିଳ ହେଉଛି। ବର୍ତ୍ତମାନ ଏହି ମହାମାରୀରୁ ସମାନ୍ୟ ଆଶ୍ୱସ୍ତି କରିବ ଟିକା । ତେଣୁ ଟୀକାକରଣ ବ୍ୟାପକତା ନେଇ ଅଣ୍ଟା ଭିଡ଼ିଛି ଏସସିବି ବଡ଼ ମେଡିକାଲ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.