ETV Bharat / city

କମିଶନରେଟ ପୋଲିସର ନିଦ ହଜାଇଛି ସିଲଭର ସିଟି ଲୁଟେରା

ସିଲଭରସିଟିରେ ବଢୁଛି ଲୁଟେରାଙ୍କ ରାଜ । କମିଶନରେଟ ପୋଲିସକୁ ଚକମା ଦେଇ ସିଲଭର ସିଟି ଲୁଟେରା କାର କାଚ ଭାଙ୍ଗି ଚୋରି କରିବା ପୋଲିସ ଆଖିରୁ ନିଦ ହଜାଇ ଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Jul 26, 2019, 10:06 PM IST

କଟକ: ସିଲଭରସିଟିରେ ବଢୁଛି ଲୁଟେରାଙ୍କ ରାଜ । ସନ୍ଧ୍ୟା ହେଲେ ବୁଲାଉଛନ୍ତି କଳାକନା । କମିଶନରେଟ ପୋଲିସକୁ ମଧ୍ୟ ଚକମା ଦେବାରେ ସଫଳ ହେଉଛନ୍ତି ସିଲଭର ସିଟି ଲୁଟେରା । ବିଶେଷକରି ଥାନା ପାଖ ଅଞ୍ଚଳରୁ ଲୁଟ ହେଉଛି ଅତ୍ୟାଵଶ୍ୟକୀୟ ସାମଗ୍ରୀ । ଯାହା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ପୂର୍ବରୁ ମଧୁପାଟଣା, ମଙ୍ଗଳାବାଗ, ଥାନା ଅଞ୍ଚଳରୁ କମିଶନରେଟ ପୋଲିସକୁ ଚକମା ଦେବାରେ ସଫଳ ହୋଇଥିଲେ ଲୁଟେରା । ତେବେ ବଜ୍ରକବାଟୀ ଅଞ୍ଚଳରୁ କାର କାଚ ଭାଙ୍ଗି ଚୋରି ହେବା ଯାହା କମିଶନରେଟ ପୋଲିସ ଆଖିରୁ ନିଦ ହଜାଇ ଦେଇଛି ।

ତେବେ ଏହି କ୍ରମରେ ଅନେକ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ମଧ୍ୟ ହୋଇଛି ପୋଲିସ । ତେବେ ବଜ୍ରକବାଟୀ ଘଟଣାର ତଦନ୍ତ ଚାଲିଛି ଆଉ ଖୁବ ଶୀଘ୍ର ସେ ଦୁର୍ବୃତ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ରେ ବଢୁଛି ଲୁଟେରାଙ୍କ ରାଜ । ସନ୍ଧ୍ୟା ହେଲେ ବୁଲାଉଛନ୍ତି କଳାକନା । କମିଶନରେଟ ପୋଲିସ କୁ ମଧ୍ୟ ଚକମା ଦେବାରେ ସଫଳ ହେଉଛନ୍ତି ଏମାନେ । ବିଶେଷକରି ଥାନା ପାଖ ଅଞ୍ଚଳ ରୁ ଲୁଟ ହେଉଛି ଅତିଅଵଶ୍ୟକୀୟ ସାମଗ୍ରୀ । ଯାହା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Body:ପୂର୍ବରୁ ମଧୁପାଟଣା , ମଙ୍ଗଳାବାଗ, ଥାନା ଅଞ୍ଚଳ ରୁ କମିଶନରେଟ ପୋଲିସ କୁ ଚକମା ଦେବାରେ ସଫଳ ହୋଇଥିଲେ ଲୁଟେରା । ତେବେ ବଜ୍ରକବାଟୀ ଅଞ୍ଚଳ ରୁ କାର କାଚ ଭାଙ୍ଗି ଚୋରି ହେବା ଯାହା କମିଶନରେଟ ପୋଲିସ ଆଖିରୁ ନିଦ ହଜାଇ ଦେଇଛି । ତେବେ ଏହି କ୍ରମରେ ଅନେକ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ମଧ୍ୟ ହୋଇଛି ପୋଲିସ । ତେବେ ବଜ୍ରକବାଟୀ ଘଟଣା ର ତଦନ୍ତ ଚାଲିଛି ଆଉ ଖୁବ ଶୀଘ୍ର ସେ ଦୁର୍ବୁତ୍ତ କୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ।

ବାଇଟ: ଅଖିଳେସ୍ୱର ସିଂ (କଟକ ଡିସିପି )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.