ETV Bharat / city

ଅଯୋଧ୍ୟା ରାୟ: କଟକରେ କଡା ସୁରକ୍ଷା ବ୍ୟବସ୍ଥା, 18 ପ୍ଲାଟୁନ ଫୋର୍ସ ମୁତୟନ

ଆଜି ପ୍ରକାଶ ପାଇବ ଅଯୋଧ୍ୟା ମାମଲା ରାୟ । ମାମଲାର ଶୁଣାଣିକୁ ନେଇ ସମସ୍ତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଭାଇଚାରାର ସହର କଟକରେ ମଧ୍ୟ ସୁରକ୍ଷାକୁ ନଜରରେ ରଖି 18 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

author img

By

Published : Nov 9, 2019, 8:58 AM IST

କଟକରେ କଡା ସୁରକ୍ଷା ବ୍ୟବସ୍ଥା

କଟକ: ଆଜି ଅଯୋଧ୍ୟା ମାମଲାର ଆସିବ ଚୂଡାନ୍ତ ରାୟ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ପ୍ରକାଶ ପାଇବ ରାୟ । ନିଷ୍ପତ୍ତି ଆସିବା ପୂର୍ବରୁ ସମସ୍ତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ରଖିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭାଇଚାରାର ସହରର କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସହର ମଧ୍ୟରେ 18 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ପାଟ୍ରୋଲିଂ କଡାକଡି କରାଯିବାକୁ ସମସ୍ତ ଥାନା ଅଧିକାରୀଙ୍କୁ କଟକ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ସହରର ପ୍ରତ୍ୟେକ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏଥିସହ ଶାନ୍ତିଶୃଙ୍ଖଳା ପାଇଁ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ନେଇ ବୈଠକ କରାଯାଇଥିବା କଟକ ଡିସିପି ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇବେ।ଆଜି ସକାଳ ୧୦.୩୦ ରେ ରାୟ ଆସିବାର ସମ୍ଭାବନା ରହିଛି।ରାୟ ଆସିବା ପୂର୍ବରୁ ,ସବୁ ରାଜ୍ୟ ସତର୍କ ରହିବାକୁ କେନ୍ଦ୍ର ଗୃହ ମନ୍ତଣାଲୟ ନିର୍ଦେଶ ଦେଇଛନ୍ତି।ତେବେ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଛି।
ସହର ମଧ୍ୟରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।ସେହିପରି ପେଟ୍ରୋଲିଂ କଡାକଡି କରାଯିବାକୁ ସମସ୍ତ ଥାନାଧିକାରୀଙ୍କୁ କଟକ ଡିସିପି ନିର୍ଦ୍ଧେଶ ଦେଇଛନ୍ତି।ସହରର ପ୍ରତ୍ୟକ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି।ସହରରେ ଶାନ୍ତିଶୃଙ୍ଖଳା ପାଇଁ ଉଭୟ ସମ୍ପ୍ରଦାୟର ଲୋକଙ୍କ ବୈଠକ କରାଯାଇଥିବା କଟକ ଡିସିପି ଏକ ପ୍ରେସରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.