ETV Bharat / city

ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ, 15 ଯାତ୍ରୀ ଗୁରୁତର ଆହତ

କଟକ ଟାଙ୍ଗୀ ଷ୍ଟେଟ ବ୍ୟାଙ୍କ ଗଡା ନିକଟରେ ଟ୍ରକକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ । 15 ଯାତ୍ରୀ ଗୁରୁତର ଆହତ ।

author img

By

Published : Oct 27, 2019, 11:22 PM IST

ଡିଜାଇନ ଫଟୋ

କଟକ: ଟାଙ୍ଗୀ ଷ୍ଟେଟ ବ୍ୟାଙ୍କ ଗଡା ନିକଟରେ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ । 15 ଯାତ୍ରୀ ଗୁରୁତର ଆହତ। ନିକଟସ୍ଥ ଟାଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଲେ ଆହତ । ଅଳ୍ପକେ ବର୍ତ୍ତିଲେ 40ରୁ ଅଧିକ ଯାତ୍ରୀ ।

ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଦୁଇଟି ଯାକ ଗାଡିକୁ ଜବତ କରିଛି । ସୂଚନା ଅନୁଯାୟୀ, କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଜେନା ନାମକ ଏକ ଘରୋଇ ବସ, ରାସ୍ତାକଡରେ ଠିଆ ହୋଇଥିବା ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା । ସେପଟେ ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର ହୋଇଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଟାଙ୍ଗୀ ଷ୍ଟେଟବ୍ୟାଙ୍କ ଗଡା ନିକଟରେ ଏକ ଟ୍ରକକୁ ଯାତ୍ରୀବାହି ବସ ପଛପଟୁ ଧକ୍କା ଦେବାରୁ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଆହାତ ହୋଇଛନ୍ତି। ସମସ୍ତ ଆହାତ ମାନଙ୍କୁ ଟାଙ୍ଗୀ ଓ କଟକ ବଡ ଡାକ୍ତରଖାନା ରେଫର କରାଯାଇଛି।ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଦୁଇଟି ଯାକ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା
ଜେନା ନାମକ ଏକ ଯାତ୍ରୀବାହି ଘରୋଇ ବସ , ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ କୁ ଧକ୍କା ଦେବାରୁ ଅଘଟଣ ଘଟିଛି।ଘଟଣା ଘଟାଇ ବସ ଡ୍ରାଇଭର ଫେରାର ହୋଇଯାଇଛି।ତେବେ
ଅଳ୍ପକେ ବର୍ତି ଯାଇଛନ୍ତି ୪୦ ରୁ ଅଧିକ ଯାତ୍ରୀ।
Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.