ETV Bharat / city

ତଳ ବାଲିଯାତ୍ରା ପଡିଆରେ ରାବଣ ପୋଡି - ରାବଣ ପୋଡି

କଟକ ତଳ ବାଲିଯାତ୍ରା ପଡିଆରେ ରାବଣ ପୋଡି ଉତ୍ସବ ଆୟୋଜନ କରାଯାଇଛି । ବାରବାଟୀ ସର୍ବ ଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଏହି ରାବଣ ପୋଡି ଉତ୍ସବ ଆୟୋଜନ କରାଯାଇଛି ।

ବାଲିଯାତ୍ରା ପଡିଆରେ ରାବଣ ପୋଡି
author img

By

Published : Oct 9, 2019, 2:57 AM IST

କଟକ: ଅଧର୍ମ ଉପରେ ଧର୍ମର ବିଜୟ । ଏହି ଅବସରରେ କଟକ ତଳ ବାଲିଯାତ୍ରା ପଡିଆରେ ରାବଣ ପୋଡି ଉତ୍ସବ ଆୟୋଜନ କରାଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାରବାଟୀ ସର୍ବ ଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଏହି ରାବଣ ପୋଡି ଉତ୍ସବ ଆୟୋଜନ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

ମଙ୍ଗଳବାର ସନ୍ଧ୍ୟା 7ଟାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ପ୍ରତାପ ଜେନା, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, କଟକ ଡିସିପି ଓ କଟକ ମହାନଗର ଶାନ୍ତି କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ। । ତେବେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଆତସ ବାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । 52 ଫୁଟର ରାବଣରେ ଅଗ୍ନୀ ସଞ୍ଜମ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ବିଜୟା ଦଶମୀ।ଅଧର୍ମ ଉପରେ ଧର୍ମ ର ବିଜୟ।ଏହି ଅବସରରେ କଟକ ତଳ ବାଲିୟାତ୍ରା ପଡିଆ ରେ ରାବଣ ପୋଡି ଉତ୍ସବ ଆୟୋଜନ କରାଯାଉଛି।ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାରବାଟୀ ସର୍ଵଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଏହି ରାବଣ ପୋଡି ଉତ୍ସବ ଆୟୋଜନ କରାଯାଉଛି।ସନ୍ଧ୍ୟା 7 ଟାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ପ୍ରତାପ ଜେନା,କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ,କଟକ ମହାନଗର ଶାନ୍ତିକମିଟି ର କର୍ମକର୍ତା ,କଟକ ଡିସିପି ଯୋଗ ଦେଇଥିଲେ।ତେବେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି।ଏହି ଅବସରରେ ବାଣ ଫୁଟା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ତେବେ ରାତ୍ର ମଧ୍ୟାହ୍ନ 12 ଟାରେ 52 ଫୁଟ ରାବଣରେ ଅଗ୍ନିସଞ୍ଜମ କରାଯିବ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.