ETV Bharat / city

ଭଷାଣିକୁ ଫିକା କଲା ବର୍ଷା - ଭଷାଣୀ ଉତ୍ସବ

ଦଶଦିନ ଧରି ମାଆ ମଣ୍ଡପରେ ପୂଜା ପାଇବା ପରେ ମାଆଙ୍କୁ ଧରାପୃଷ୍ଠରୁ ମେଲାଣି ଦିଆଯାଉଛି । ବହୁ ଆଡମ୍ବରପୂର୍ଣ୍ଣ ଆୟୋଜନ କରାଯାଇଥିଲେ ମଧ୍ୟ ବର୍ଷା ସାଜିଲା ବାଧକ ।

ଫଟୋ ସୌଜନ୍ଯ- ସମ୍ବାଦଦାତା, କଟକ
author img

By

Published : Oct 10, 2019, 2:35 AM IST

Updated : Oct 10, 2019, 6:31 AM IST

କଟକ: ଦଶଦିନ ଧରି ମାଆ ମଣ୍ଡପରେ ପୂଜା ପାଇବା ପରେ ମାଆଙ୍କୁ ଧରାପୃଷ୍ଠରୁ ମେଲାଣି ଦିଆଯାଉଛି । ବହୁ ଆଡମ୍ବରପୂର୍ଣ୍ଣ ଆୟୋଜନ କରାଯାଇଥିଲେ ମଧ୍ୟ ବର୍ଷା ସାଜିଲା ବାଧକ । ଭାଇଚାରାର ସହର କଟକରେ ଭଷାଣି ଉତ୍ସବ ସବୁ ବେଳେ ଚର୍ଚ୍ଚାରେ ରହିଆସିଛି । ମାତ୍ର ଚଳିତ ଥର ବର୍ଷା ସବୁକିଛି ଫିକା କରିଦେଇଛି ।

ମାତ୍ର ବର୍ଷାକୁ ଖାତିର ନକରି ଶୋଭାଯାତ୍ରା ମଧ୍ୟ ଜାରି ରହିଥିଲା । ପାଖାପାଖି 57ରୁ ଊର୍ଦ୍ଧ୍ବ ମେଢ଼ ଦେବୀ ଗଡା ଠାରେ ବିସର୍ଜନ କରାଯାଇଥିବା ସୂଚନା ରହିଛି । ପାରମ୍ପରିକ ବାଦ୍ୟ ,ଘଣ୍ଟ ଘଣ୍ଟା , ଶଙ୍ଖ ନାଦରେ ଉଠୁଛି ପଡୁଛି କଟକ । କିଭଳି ରହିଥିଲା ଭଷାଣ ଶୋଭାଯାତ୍ରା ସେନେଇ ବକ୍ସିବଜାର ନିକଟରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ...

ଭିଡିଓ ସୌଜନ୍ଯ- ସମ୍ବାଦଦାତା, କଟକ

Intro:ଭଷାଣ ଉତ୍ସବ କୁ ଫିକା ପକାଇଲା ବର୍ଷା।ତେବେ ବର୍ଷାକୁ ଖାତିର ନ କରି ଶୋଭାଯାତ୍ରା ଜାରି ରହିଛି।ପାଖାପାଖି 57 ରୁ ଉର୍ଦ୍ଧ୍ବ ମେଢ଼ ଦେବୀ ଗଡା ଠାରେ ବିସର୍ଜନ କରା ସାରିଲାଣି।ପାରମ୍ପାରିକ ବାଦ୍ୟ ,ଘଣ୍ଟ, ଘଣ୍ଟା ,ଶଙ୍ଖ ନାଦରେ ଉଠୁଛି ପଡୁଛି କଟକ।ତେବେ କଟକ ବକ୍ସିବଜାର ନିକଟରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ।

Body:no need

Conclusion:no need
Last Updated : Oct 10, 2019, 6:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.