କଟକ: ନକଲି କୋରୋନା ଔଷଧ ଜବତ ପ୍ରସଙ୍ଗ । ଡ୍ରଗ କଣ୍ଟ୍ରୋଲର ବିଭାଗ ପକ୍ଷରୁ କଟକର ଏକ ଔଷଧ ଦୋକାନ ଉପରେ ଚଢ଼ାଉ।
ମଙ୍ଗଳାବାଗର ଏକ ହୋଲସେଲର ଉପରେ ଚଢ଼ାଉ । ବିଷାକ୍ତ ମେଡିଓକ୍ସି 300 ସହ ଅନେକ କାଗଜପତ୍ର ଜବତ ସହ 5 ଟି ସନ୍ଦିଗ୍ଧ ଔଷଧର ନମୁନା ସଂଗ୍ରହ କଲା ବିଭାଗ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ