ETV Bharat / city

କଟକରେ କମିଶନରେଟ ପୋଲିସର କାଳୀପୂଜା ପ୍ରସ୍ତୁତି, ୧୫ ପ୍ଲାଟୁନ ପୋଲିସ ମୁତୟନ - କଟକ କାଳୀପୂଜା

କଟକ ସହରରେ ଦୀପାବଳୀ ଓ କାଳୀପୂଜା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ । ଦିପାବଳୀ ଓ କାଳୀପୂଜା ପାଇଁ ସହରରେ ୧୫ ପ୍ଲାଟୁନ ପୋଲିସ ଓ ୫୦ ଅଫିସର ମୁତୟନ ହୋଇଛନ୍ତି । ଅଧିକ ପଢନ୍ତୁ...

କଟକରେ କମିଶନରେଟ ପୋଲିସର କାଳୀପୂଜା ପ୍ରସ୍ତୁତି, ୧୫ ପ୍ଲାଟୁନ ପୋଲିସ ମୁତୟନ

author img

By

Published : Nov 14, 2020, 3:45 AM IST

କଟକ: ରାତି ପାହିଲେ ଆଲୋକର ପର୍ବ ଦିପାବଳୀ । କଟକ ସହରରେ ଦୀପାବଳୀ ଓ କାଳୀପୂଜା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ । ଦିପାବଳୀ ଓ କାଳୀପୂଜା ପାଇଁ ସହରରେ ୧୫ ପ୍ଲାଟୁନ ପୋଲିସ ଓ ୫୦ ଅଫିସର ନିୟୋଜିତ ହୋଇଛନ୍ତି ।

କଟକରେ କମିଶନରେଟ ପୋଲିସର କାଳୀପୂଜା ପ୍ରସ୍ତୁତି, ୧୫ ପ୍ଲାଟୁନ ପୋଲିସ ମୁତୟନ

ସେପଟେ ବାଣ ନ ଫୁଟାଇବା ପାଇଁ ପୋଲିସ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି । ସହରରେ ଯେପରି କେହି ବାଣ ନ ଫୁଟାଇବେ ଏହାକୁ ନଜର ରଖିବ ପୋଲିସ । ଏଥିପାଇଁ ସହରର ପ୍ରତି ଗଳି କନ୍ଦି ଓ ଛକଗୁଡିକରେ ପୋଲିସ ପାଟ୍ରୋଲିଂ କଡାକଡି କରାଯିବ । ସେହିପରି କାଳୀପୂଜା ପାଇଁ ପ୍ରତି ମଣ୍ଡପରେ ଫୋର୍ସ ଯୋଗାଇଦିଆଯିବ ବୋଲି କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.