ETV Bharat / city

ପରମିନ୍ଦରଙ୍କୁ ନ୍ୟାୟ ମିଳୁ: ଓଡିଶା ଯୁବ ସ୍ୱାଭିମାନ ମଞ୍ଚ - ପରମିନ୍ଦର ସିଂ ଆକ୍ରମଣକାରୀ

ପରମିନ୍ଦର ସିଂ ଆକ୍ରମଣକାରୀଙ୍କ ବିରୁଦ୍ଧରେ ପୁନଃବିଚାର ଓ ଗିରଫ ଦାବି ନେଇ ଡିଜିଙ୍କ ସହ ଆଲୋଚନା ଓ ଦାବି ପତ୍ର ପ୍ରଦାନ କଲା ମଞ୍ଚ । ଅଧିକ ପଢନ୍ତୁ..

ପରମିନ୍ଦରଙ୍କୁ ନ୍ୟାୟ ମିଳୁ: ଓଡିଶା ଯୁବ ସ୍ୱାଭିମାନ ମଞ୍ଚ
ପରମିନ୍ଦରଙ୍କୁ ନ୍ୟାୟ ମିଳୁ: ଓଡିଶା ଯୁବ ସ୍ୱାଭିମାନ ମଞ୍ଚ
author img

By

Published : Jan 21, 2020, 2:07 PM IST

କଟକ: ପରମିନ୍ଦର ସିଂ ଆକ୍ରମଣ ଘଟଣାରେ ଡିଜିଙ୍କୁ ଭେଟିଲା ଓଡିଶା ଯୁବ ସ୍ବାଭିମାନ ମଞ୍ଚ । ଆକ୍ରମଣକାରୀଙ୍କ ବିରୁଦ୍ଧରେ ପୁନଃବିଚାର ଓ ଗିରଫ ଦାବି ନେଇ ଡିଜିଙ୍କ ସହ ଆଲୋଚନା ଓ ଦାବି ପତ୍ର ପ୍ରଦାନ କଲା ମଞ୍ଚ ।

ପରମିନ୍ଦରଙ୍କୁ ନ୍ୟାୟ ମିଳୁ: ଓଡିଶା ଯୁବ ସ୍ୱାଭିମାନ ମଞ୍ଚ

ତେବେ ଟୁଇନ ସିଟିରେ କମିଶନରେଟ ଆଇନ ଶୃଙ୍ଖଳା ସ୍ଥିତି ସଠିକ୍ ଥିବା ନେଇ କହୁଥିଲା ବେଳେ ପରମିନ୍ଦରଙ୍କ ଉପରେ ଆକ୍ରମଣ ସ୍ପଷ୍ଟ କରୁଛି କେତେ ଦୂର କମିଶନରେଟ ପୋଲିସ ତାର କର୍ତ୍ତବ୍ୟ ପାଳନ କରୁଛି ବୋଲି ଅଭିଯୋଗ କରିଛି ମଞ୍ଚ ।

ତେବେ ଆଗାମୀ ଦିନରେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ପୁନଃବିଚାର ଓ ଗିରଫ ନ କରାଗଲେ ଡିଜି କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯିବା ନେଇ ଚେତାବନୀ ଦେଇଛି ମଞ୍ଚ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ପରମିନ୍ଦର ସିଂ ଆକ୍ରମଣ ଘଟଣା ରେ ଡିଜି ଙ୍କୁ ଭେଟିଲା ଓଡିଶା ଯୁବ ସ୍ୱାଭିମାନ ମଞ୍ଚ । ଆକ୍ରମଣକାରୀ ଙ୍କ ବିରୁଦ୍ଧରେ ପୁନ ବିଚାର ଓ ଗିରଫ ଦାବି ନେଇ ଡିଜି ଙ୍କ ସହ ଆଲୋଚନା ଓ ଦାବି ପତ୍ର ପଦାନ କଲା ମଞ୍ଚ ।

ତେବେ ଟୁଇନ ସିଟି ରେ କମିଶନରେଟ ଆଇନ ଶୃଂଖଳା ସ୍ଥିତି ସଠିକ ଥିବା ନେଇ କହୁଥିଲା ବେଳେ ପରମିନ୍ଦର ଙ୍କ ଉପରେ ଆକ୍ରମଣ ସ୍ପଷ୍ଟ କରୁଛି କେତେ ଦୂର କମିଶନରେଟ ପୋଲସ ତାର କର୍ତ୍ତବ୍ୟ ପାଳନ କରୁଛି ବୋଲି ଅଭିଯୋଗ କରିଛି ମଞ୍ଚ ।

ତେବେ ଆଗାମୀ ଦିନରେ ଆକ୍ରମଣକାରୀ ଙ୍କ ବିରୁଦ୍ଧରେ ପୁନ ବିଚାର ଓ ଗିରଫ ନକରାଗଲେ ଡିଜି କାର୍ଯ୍ୟାଳୟ ସମ୍ନା ରେ ଧାରଣା ଦିଆଯିବା ନେଇ ଚେତାବନୀ ଦେଇଛି ମଞ୍ଚ ।

Body:ବାଇଟ: ଚିଣ୍ଠୁ ସିଂ ସାବରୱାଲା ( ମଞ୍ଚ ସଦସ୍ୟ)
ବାଇଟ: ଦେବାଶିଷ ଘୋଷ ( ମଞ୍ଚ ଆବାହକ )

Conclusion:edit story with vo
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.