ETV Bharat / city

ପ୍ରଦୀପ ପାଣିଗ୍ରାହୀ ଓକିଲଙ୍କୁ ଭେଟିବା ପ୍ରସଙ୍ଗ: ଆସନ୍ତା 18ରେ ମାମଲାର ଶୁଣାଣି - ପ୍ରଦୀପ ପାଣିଗ୍ରାହୀ ଓକିଲଙ୍କୁ ଭେଟିବା ମାମଲା

ପ୍ରଦୀପ ପାଣିଗ୍ରାହୀ ଓକିଲଙ୍କୁ ଭେଟିବା ମାମଲାର ଶୁଣାଣିର ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ମାମଲାର ଗୁରୁତ୍ବ ଦୃଷ୍ଟିରୁ ବିସ୍ତୃତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ଫେବ୍ରୁଆରି ୧୮ରେ ହେବ ମାମଲାର ବିସ୍ତୃତ ଶୁଣାଣି। ଅଧିକ ପଢନ୍ତୁ...

ପ୍ରଦୀପ ପାଣିଗ୍ରାହୀ ଓକିଲଙ୍କୁ ଭେଟିବା ମାମଲା
ପ୍ରଦୀପ ପାଣିଗ୍ରାହୀ ଓକିଲଙ୍କୁ ଭେଟିବା ମାମଲା
author img

By

Published : Jan 21, 2021, 9:22 PM IST

କଟକ:ପ୍ରଦୀପ ପାଣିଗ୍ରାହୀ ଓକିଲଙ୍କୁ ଭେଟିବା ମାମଲାର ଶୁଣାଣିର ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ମାମଲାର ଗୁରୁତ୍ବ ଦୃଷ୍ଟିରୁ ବିସ୍ତୃତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ଫେବ୍ରୁଆରି ୧୮ରେ ହେବ ମାମଲାର ବିସ୍ତୃତ ଶୁଣାଣି।

ସୂଚନା ଅନୁଯାୟୀ, ହାଇକୋର୍ଟରେ ପ୍ରଦୀପ ପାଣିଗ୍ରାହୀ ଓକିଲଙ୍କୁ ଭେଟିବା ମାମଲାରେ ଓକିଲ ମହକିଲ ଏକାନ୍ତରେ ଭେଟି ପାରିବେ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ତେବେ ଗୁରୁବାର ଏହି ମାମଲାର ଶୁଣାଣିଥିଲା। ତେବେ ଫେବ୍ରୁଆରି ୧୮ରେ ମାମଲାର ବିସ୍ତୃତ ଶୁଣାଣି କରିବାରୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉକି, ପ୍ରଦୀପ ପାଣିଗ୍ରାହୀ ଜେଲରେ ସଜା କାରୁଥିବା ବେଳେ ନିଜର ଓକିଲଙ୍କୁ ଭେଟିବା ପାଇଁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.