ETV Bharat / city

ବାଲିଯାତ୍ରାରେ ପ୍ରଥମ, ମହାନଦୀରେ ଡଙ୍ଗା ଯୋଡା ହୋଇ ହେବ ଷ୍ଟେଜ୍

ଚଳିତବର୍ଷ ବାଲିଯାତ୍ରାରେ ମହାନଦୀର ମହତ୍ୱ ବୁଝିବେ ଦର୍ଶକ । କାରଣ ଚଳିତବର୍ଷ ବାଲିଯାତ୍ରାରେ ଦୁଇଟି ଡ଼ଙ୍ଗା ଯୋଡ଼ା ହୋଇ ଏକ ଷ୍ଟେଜ ନିର୍ମାଣ ହେବ ଆଉ ଯେଉଁଥିରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଅଧିକ ଖବର ପଢନ୍ତୁ...

ବାଲିଯାତ୍ରା ମଞ୍ଚରେ ଝଲସିବ ମହାନଦୀର ଗୁରୁତ୍ବ
author img

By

Published : Nov 5, 2019, 9:49 PM IST

କଟକ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତ୍ବରିତ ଢ଼ଙ୍ଗରେ ସମସ୍ତ କାମ ସମ୍ପାଦନ କରି ଚାଲିଛି । ତେବେ ଚଳିତବର୍ଷ ପ୍ରଥମକରି ମହାନଦୀରେ ଡ଼ଙ୍ଗା ଯୋଡ଼ା ହୋଇ ଏକ ଷ୍ଟେଜର କଳ୍ପନା କରିଛି ଜିଲ୍ଲା ପ୍ରଶାସନ । ଯେଉଁଥିରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।

ବାଲିଯାତ୍ରା ମଞ୍ଚରେ ଝଲସିବ ମହାନଦୀର ଗୁରୁତ୍ବ

ଏହି ଯୋଜନା ହେବାର କାରଣ ମହାନଦୀର ପ୍ରକୃତ ଅର୍ଥ ବୁଝିବେ ଦର୍ଶକ। କାରଣ ପ୍ରତିବର୍ଷ ମହାନଦୀକୁ ପଛ କରି ବାଲିଯାତ୍ରା ତାର ସୁରୁଖୁରୁରେ ସମ୍ପାଦନ ହୁଏ । ତେବେ ଚଳିତବର୍ଷ ଏହି ପ୍ରସଙ୍ଗ ଯୋଡ଼ା ହେବା ପରେ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ।

ତେବେ ସମୁଦାୟ 4ଟି ଷ୍ଟେଜର ନିର୍ମାଣ ହେବ। ସେଥିରୁ ଗୋଟିଏ ମହାନଦୀ ଗର୍ଭରେ ରହିବ । ଦୁଇଟି ଡ଼ଙ୍ଗା ଯୋଡ଼ା ହୋଇ ଏକ ଷ୍ଟେଜ ନିର୍ମାଣ ହେବ ଆଉ ଯେଉଁଥିରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଯାହାଦ୍ବାରା ଦର୍ଶକ ଆନନ୍ଦିତ ହେବେ ଓ ମହାନଦୀର ମଧ୍ୟ ଗୁରୁତ୍ବ ବଢିବ । ତେବେ ଏହି ପ୍ରସଙ୍ଗକୁ ଦର୍ଶକ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆଉ କେଇଟା ଦିନ ପରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା। ଯାହାକୁ ନେଇ ଜିଲା ପ୍ରଶାସନ ତ୍ୱରିତ ଢ଼ଙ୍ଗରେ ସମସ୍ତ କାମ ସମ୍ପାଦନ କରି ଚାଲିଛି । ତେବେ ଚଳିତବର୍ଷ ପ୍ରଥମକରି ମହାନଦୀ ରେ ଡ଼ଙ୍ଗା ଯୋଡ଼ା ହୋଇ ଏକ ଷ୍ଟେଜ ର କଳ୍ପନା କରିଛି ଜିଲା ପ୍ରଶାସନ । ଯେଉଁଥିରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।

ଏହି ଯୋଜନା ହେବାର କାରଣ ମହାନଦୀ ର ପ୍ରକୃତ ଅର୍ଥ ବୁଝିବେ ଦର୍ଶକ । କାରଣ ପ୍ରତିବର୍ଷ ମହାନଦୀ କୁ ପଛ କରି ବାଲିଯାତ୍ରା ତାର ସୁରୁଖୁରୁରେ ସମ୍ପାଦନ ହୁଏ । ତେବେ ଚଳିତବର୍ଷ ଏହି ପ୍ରସଙ୍ଗ ଯୋଡ଼ା ହେବା ପରେ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟିନୀ ।

ତେବେ ସମୁଦାୟ 4ଟି ଷ୍ଟେଜ ର ନିର୍ମାଣ ହେବ । ସେଥିରୁ ଗୋଟିଏ ମହାନଦୀ ଗର୍ଭରେ ରହିବ । ଦୁଇଟି ଡ଼ଙ୍ଗା ଯୋଡ଼ା ହୋଇ ଏକ ଷ୍ଟେଜ ନିର୍ମାଣ ହେବ ଆଉ ଯେଉଁଥିରେ କେବଳ ସଂସ୍କୃତିକ କାର୍ଯ୍ୟକ୍ରମ ହେବ । ଯାହାଦ୍ୱାରା ଦର୍ଶକ ଆନନ୍ଦିତ ହେବେ । ଓ ମହନଦୀ ର ମଧ୍ୟ ଗୁରୁତ୍ୱ ବଢିବ । ତେବେ ଏହି ପ୍ରସଙ୍ଗ କୁ ସମସ୍ତେ ଗ୍ରହଣ କରିବେ ବୋଲି ମୋର ଆଶା ବୋଲି କହିଛନ୍ତି ଜିଲାପାଳ ।

Body:ବାଇଟ: ଭବାନୀ ଶଙ୍କର ଚୟିନୀ( କଟକ ଜିଲାପାଳ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.