ETV Bharat / city

କଟକରେ ଅଭାବନୀୟ ଘଟଣା, ରେଳ ଧାରଣାରେ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ

କଟକରେ ହସ୍ପିଟାଲ ବେଡ଼ରୁ ଜଣେ ରୋଗୀ ରେଳଧାରଣାକୁ ଆସି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

କଟକରେ ଅଭାବନୀୟ ଘଟଣା, ରେଳ ଧାରଣାରେ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ
କଟକରେ ଅଭାବନୀୟ ଘଟଣା, ରେଳ ଧାରଣାରେ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ
author img

By

Published : May 2, 2021, 7:28 PM IST

କଟକ: କଟକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ହସ୍ପିଟାଲ ବେଡ଼ରୁ ଜଣେ ରୋଗୀ ରେଳ ଧାରଣାକୁ ଆସି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ନିରଞ୍ଜନ ଭୁୟାନ ନାମକ ଜଣେ ରୋଗୀ ଏପରି କରିଥିବା ଦେଖିବାକୁ ମିଳିଛି । କ୍ୟାନ୍ସର ଅପରେସନ ପରେ ନିରଞ୍ଜନ ଭୁୟାନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ସେ ଆଜି ରେଳ ଧାରଣାକୁ ଚାଲିଆସିବା ସହ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

କଟକରେ ଅଭାବନୀୟ ଘଟଣା, ରେଳ ଧାରଣାରେ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ

ମିଳିଥିବା ସୂଚନା ଅନୁସାରେ 20 ଦିନ ହେବ ମେଡିକାଲରେ ଭର୍ତ୍ତି ହେବା ପରେ ଏହି ସପ୍ତାହ ରେ ତାଙ୍କର ବାଇପାସ ଅପରେସନ ହୋଇଥିଲା । ହେଲେ ଅପରେସନ ପରେ ମାନସିକ ଭାବେ ଅସ୍ଥି ହୋଇ ସିଧାସଳଖ ଆତ୍ମହତ୍ୟା କରିବା ପାଇଁ ରେଳ ଷ୍ଟେସନକୁ ଯାଇଥିଲେ ନିରଞ୍ଜନ । ତେବେ ଖବର ପାଇ ରେଳ କର୍ମଚାରୀ ଓ ତାଙ୍କ ପତ୍ନୀ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ମେଡିକାଲକୁ କଲ କରି ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ପୁନଃ ମେଡିକାଲ ବେଡ଼କୁ ପଠାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.