ETV Bharat / city

ଏସସିବି ଆଇସିୟୁରେ ଫାଟିଲା ଅକ୍ସିଜେନ ପାଇପ - ଏସସିବି ଆଇସିୟୁରେ ଅଘଟଣ

ଫାଟିଲା ଏସସିବି କାର୍ଡିଓଥେରାସିସ ବିଭାଗ ଆଇସିୟୁର ଅକ୍ସିଜେନ ପାଇପ । ଦୁର୍ଘଟଣା ଯୋଗୁଁ ପ୍ରଭାବିତ ରୋଗୀ । ଅଧିକ ପଢନ୍ତୁ...

ଏସସିବି ଆଇସିୟୁରେ ଫାଟିଲା ଅକ୍ସିଜେନ ପାଇପ
ଏସସିବି ଆଇସିୟୁରେ ଫାଟିଲା ଅକ୍ସିଜେନ ପାଇପ
author img

By

Published : Nov 24, 2020, 10:52 AM IST

କଟକ: ବିଳମ୍ବିତ ରାତିରେ ଏସସିବିରେ ଅଘଟଣ । ଫାଟିଲା କାର୍ଡିଓଥେରାସିସ ବିଭାଗ ଆଇସିୟୁର ଅକ୍ସିଜେନ ପାଇପ । ଫଳରେ ବର୍ତ୍ତମାନ ସମସ୍ତ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଛି । ଗୁରୁତର ରୋଗୀଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ଏସସିବି ଆଇସିୟୁରେ ଫାଟିଲା ଅକ୍ସେଜନ ପାଇପ

ବିଳମ୍ବିତ ରାତିରେ ହଠାତ ପାଇପ ଫାଟିଯିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହି ଶବ୍ଦ ଶୁଣି ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ଘଟଣା ପରେ ଅକ୍ସିଡେନ ପ୍ଲାଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି । ସ୍ଥିତି ସ୍ବଭାବିକ ନ ହେବା ପର୍ଯ୍ୟନ୍ତ ଓପନ ହାର୍ଟ ସର୍ଜରୀ ବନ୍ଦ ରହିବ । ତେହେ ପୂର୍ବରୁ ଅକ୍ସିଜେନ ପାଇପରେ ଲିକେଜ ଥିବାରୁ ପାଇପଟି ଫାଟିଯାଇଥିବାର ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.