ETV Bharat / city

ବାରବାଟୀ ଦିନିକିଆ: ଟିକେଟ ପାଇ ବେଶ ଉତ୍ସାହିତ ଦର୍ଶକ

author img

By

Published : Dec 5, 2019, 12:40 PM IST

ବାରବାଟୀ ଷ୍ଟାଡିୟମରେ ଡିସେମ୍ବର 22ରେ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ କ୍ରିକେଟ ପ୍ରେମୀମାନେ ଆସି କଟକରେ ଟିକେଟ କିଣୁଥିବା ଦେଖିବାକୁ ମିଳୁଛି ।

cuttack
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆସନ୍ତା ଡିସେମ୍ବର 22ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଭାରତ- ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ । ସେଥିପାଇଁ ଆଜିଠୁ ଅନଲାଇନ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କ୍ରୀଡାପ୍ରେମୀମାନେ କଟକ ଆସି ସେମାନଙ୍କ ଟିକେଟ ବୁକିଂ କରୁଛନ୍ତି । ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରେମୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ସେମାନେ କଣ କହୁଛନ୍ତି ....

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଡିସେମ୍ବର 22 ରେ ବାରବାଟୀ ମହାମୁକାବିଲା । ଯେଉଁଥିରେ ମୁଁହାମୁହିଁ ହେବେ ଭାରତ ଓ ୱେଷ୍ଟେ ଇଣ୍ଡିଜ । ସେଥିପାଇଁ ଆଜିଠୁ ଅନଲାଇନ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ରାଜ୍ୟ ର କୋଣ ଅନୁ କୋଣ ରୁ କ୍ରୀଡା ପ୍ରେମୀ ମାନେ କଟକ ଆସି ସେମାନଙ୍କ ଟିକେଟ ବୁକିଂ କରୁଛନ୍ତି ।

Body:no need

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.