ETV Bharat / city

ଗୁଳି କରି ଲୁଟି ନେଲେ ଏକ ଲକ୍ଷ ଟଙ୍କା - One million rupees Loot

ଆଠଗଡରେ ଫୁଟିଲା ଗୁଳି । ଖୁଣ୍ଟକଟା ଅଂଶୁପା ଛକ ନିକଟରେ ତିନିଜଣ ଦୁର୍ବୃତ୍ତ ଗୁଳି ମାରି ମହିନ୍ଦ୍ରl ଫାଇନାସ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷେ ଟଙ୍କା । ଅଧିକ ପଢନ୍ତୁ...

One million rupees Loot after firing in ctc
ଗୁଳି କରି ଲୁଟିନେଲେ ଏକ ଲକ୍ଷଟଙ୍କା !
author img

By

Published : Dec 10, 2020, 10:55 PM IST

କଟକ: ଆଠଗଡରେ ଫୁଟିଲା ଗୁଳି । ଖୁଣ୍ଟକଟା ଅଂଶୁପା ଛକ ନିକଟରେ ତିନିଜଣ ଦୁର୍ବୃତ୍ତ ଗୁଳି ମାରି ମହିନ୍ଦ୍ରl ଫାଇନାସ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷେ ଟଙ୍କା ।

ଗୁଳି କରି ଲୁଟିନେଲେ ଏକ ଲକ୍ଷଟଙ୍କା !

ଗୁଳି ମାଡ଼ର ଶିକାର ହୋଇଥିବା ଫାଇନସ କର୍ମଚାରୀ ଖିତିଶ ରଞ୍ଜନ ଭଞ୍ଜ ନରସିଂହପୁରରୁ ଟଙ୍କା ଆଦାୟ କରି ଆଠଗଡ଼ ଫେରୁଥିବା ବାଟରେ ଜେନାପଦା ମାରୁଗୋଠ ଛକ ନିକଟରେ ଦୁର୍ବୃତ୍ତ ଗୁଳି କରିଥିଲେ । ଖିତିଶ ତଳେ ପଡିଯିବା ପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ।

ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଖିତିଶ ସାଙ୍ଗମାନଙ୍କୁ ଫୋନ କରି କହିଥିଲେ । ଯାହାପରେ ସାଙ୍ଗମାନଙ୍କ ସହାୟତାରେ ପ୍ରଥମେ ଆଠଗଡ ମେଡିକାଲରେ ଭର୍ତ୍ତି ହୋଇଥିଲେ ପରେ ଅତି ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି ।

ଘଟଣାସ୍ଥଳରେ ଆଠଗଡ ପୋଲିସର ତନାଘନା ଜାରି ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.