ETV Bharat / city

କୋଭିଡ ୱାର୍ଡ ପାଇଖାନାରେ ଗଲା ବୃଦ୍ଧଙ୍କ ଜୀବନ

କୋଭିଡ ୱାର୍ଡ ପାଇଖାନାରେ ପଡି ବୃଦ୍ଧ ମୃତ । ମେଡିକାଲ କର୍ତ୍ତୃପକ୍ଷଙ୍କ ଦୋଷ ଦେଲେ ପରିବାର ଲୋକେ । ଅଧିକ ପଢନ୍ତୁ...

କୋଭିଡ ୱାର୍ଡ ପାଇଖାନାରେ ପଡି ବୃଦ୍ଧ ମୃତ
କୋଭିଡ ୱାର୍ଡ ପାଇଖାନାରେ ପଡି ବୃଦ୍ଧ ମୃତ
author img

By

Published : Aug 4, 2021, 11:01 AM IST

Updated : Aug 4, 2021, 11:16 AM IST

କଟକ: କୋଭିଡ ୱାର୍ଡରେ ବୃଦ୍ଧଙ୍କ ମୃତ୍ୟୁ । ଏପରି ଅଭିଯୋଗ ଆସିଛି କଟକ ବଡ ମେଡିକାଲର କୋଭିଡ ଓ୍ବାର୍ଡରୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରୋଗୀ ପ୍ରତି ଅବହେଳା ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

କୋଭିଡ ୱାର୍ଡ ପାଇଖାନାରେ ଗଲା ବୃଦ୍ଧଙ୍କ ଜୀବନ

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ କୋଭିଡ ଓ୍ବାର୍ଡରେ ରୋଗୀ ପାଇଖାନା ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ହେଉଛନ୍ତି ପରମହଂସ ପଞ୍ଚାୟତ ରାଜହଂସ ଗାଁର ଦ୍ରୁବଚରଣ ବେହେରା । ଗୋଟିଏ ଦିନ ପୂର୍ବରୁ SCB କୋଭିଡ ଓ୍ବାର୍ଡରେ ସେ ଭର୍ତ୍ତି ହୋଇଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 4, 2021, 11:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.