ETV Bharat / city

Ind vs SA T-20 match: କାଲିଠୁ ଅଫ୍‌ଲାଇନ୍‌ ଟିକେଟ ବିକ୍ରି, କଳାବଜାରୀ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟି-20 ପାଇଁ ଆସନ୍ତାକାଲି (ଗୁରୁବାର) ଅଫଳାଇନ ଟିକେଟ ବିିକ୍ରି ଆରମ୍ଭ ହେବ । ଟିକେଟ ବିକ୍ରି ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

Ind vs SA T20 match: କାଲିଠୁ ଅଫ୍‌ଲାଇନ୍‌ ଟିକେଟ ବିକ୍ରି, କଳାବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

author img

By

Published : Jun 8, 2022, 9:06 PM IST

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-20 ପାଇଁ ଆସନ୍ତାକାଲି(ଗୁରୁବାର) ଅଫଳାଇନ ଟିକେଟ ବିିକ୍ରି ଆରମ୍ଭ ହେବ । ୯ଟି କାଉଣ୍ଟରରେ ୧୨ ହଜାର ଟିକେଟ ବିକ୍ରି ହେବ । ଶାନ୍ତି ଶୃଙ୍ଖଳାର ସହ ଟିକେଟ ବିକ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Ind vs SA T20 match: କାଲିଠୁ ଅଫ୍‌ଲାଇନ୍‌ ଟିକେଟ ବିକ୍ରି, କଳାବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଅଫିସର ମୁତୟନ ରହିବେ । କଳାବଜାରୀଙ୍କ ଉପରେ ନଜର ରଖିବାକୁ କମିଶନରେଟ ପୋଲିସ ପକ୍ଷରୁ ସାଧା ପୋଷାକଧାରୀ ପୋଲିସ ମୁତୟନ କରାଯିବ । କେହି ଟିକେଟ କଳାବଜାରୀ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।

ଜୁନ୍‌ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କାଲିଠାରୁ ଆରମ୍ଭ ହେବାକୁ ଟି୨୦ ସିରଜ୍‌ ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ । ବାରବାଟୀରେ ଏହି ମ୍ୟାଚ୍‌ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମଙ୍ଗଳବାର ଓସିଏ ସହ ଅନୁବନ୍ଧିତ କ୍ରୀଡ଼ା ସଂଘ, ସ୍କୁଲ୍‌, କଲେଜ ସଦସ୍ୟଙ୍କୁ ଟିକେଟ ବିକ୍ରି କରାଯାଇଥିଲା । ଗୁରୁବାରଠାରୁ ସାଧାରଣ ଲୋକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ ।

ଇଟିଭି ଭାରତ, କଟକ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.