ETV Bharat / city

ଫନି ଫିଅର: ଶୂନଶାନ କଟକ, ଯାତାୟତ ଠପ୍‌

ସିଲଭରସିଟିରେ ତାଣ୍ଡବ ରଚୁଛି ଫନି । ଏହାର ପ୍ରଭାବରେ ସହରର ପ୍ରମୁଖ ସ୍ଥାନମାନଙ୍କରେ ଥିବା ବଡ଼ ବଡ଼ ଗଛ ଉପୁଡି ପଡିଛି । ଏଥିଯୋଗୁଁ ଠପ ହୋଇଛି ଯାତାୟତ ।

author img

By

Published : May 3, 2019, 1:52 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ସିଲଭରସିଟିରେ ତାଣ୍ଡବ ରଚୁଛି ଫନି । ବାଉନ ବଜାର ତେପନ ଗଳିରେ ଛାଇଯାଇଛି ଭୟର ବାତାବରଣ । ଫନି ପ୍ରଭାବରେ ସହରର ପ୍ରମୁଖ ସ୍ଥାନମାନଙ୍କରେ ଥିବା ବଡ଼ ବଡ଼ ଗଛ ଉପୁଡି ପଡିଛି । ଏଥିଯୋଗ ରାସ୍ତା ଅବରୋଧ ହୋଇଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଖବର ପାଇ ଓଡ୍ରାଫ ଟିମ୍‌ ଓ କମିଶନରେଟ ପୋଲିସ ଉକ୍ତ ସ୍ଥାନରେ ପହଁଞ୍ଚି କଟର ମେସିନରେ ରାସ୍ତା ସଫା କରିବାକୁ ଲାଗିପଡିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍ , ଇଟିଭି ଭାରତ

ରାଉରକେଲା-ବଣ୍ଡମୁଣ୍ଡା ରେଳ ଷ୍ଟେସନ ନିକଟରେ ଟ୍ରେନ ରେ ଯାତ୍ରା କରୁ ଥିବା ଜଣେ ଯାତ୍ରୀ ର ମୁଣ୍ଡ ବାହାରେ ଥିବା ବିଜୁଳି ଖୁଣ୍ଟ ରେ ବଡାଇ ହୋଇ ଟ୍ରେନ ରୁ ଖସି ଯୁବକ ର ମୃତ୍ୟୁ ହୋଇଛି। ତାର ଶରୀର ର ମୁଣ୍ଡ ଭାଗ କ୍ଷତିଗ୍ରସ୍ତ ହୋଇ ଥିବା ଦେଖା ଯାଇ ଥିଲା। ରେଲ କର୍ମଚାରୀ ମାନଙ୍କ ପାଖରୁ ଖବର ପାଇ ରେଳ ପୋଲିସ ଘଟଣା ସ୍ଥଳ କୁ ଆସି ତଦନ୍ତ ଆରମ୍ଭ କରିଛି।
ମୃତକ ବହୁତ ସକାଳୁ କିମ୍ବା ରାତି ରେ କୌଣସି ଟ୍ରେନ ରୁ ପଡି ଥିବା ସନ୍ଦେହ କରୁଛି। ତାର ପରିଚୟ ଖୋଜିବା ପାଇଁ ପୋଲିସ ଉଦ୍ୟମ କରୁଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.